ଭାଙ୍ଗିଲା କାଚ ବ୍ରିଜ୍, ୩୦ ଫୁଟ ତଳକୁ ଖସିପଡ଼ିଲେ ପର୍ଯ୍ୟଟକ
ଇଣ୍ଡୋନେସିଆ: ବିଶ୍ୱର ଅନେକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରହିଛି । ଯାହା ସେମାନଙ୍କର ସୌନ୍ଦର୍ଯ୍ୟ ହେତୁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଏହି ଅନନ୍ୟ ଏବଂ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଦେଖିବା ପାଇଁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଜମେ । ଏମିତି କିଛି ସ୍ଥାନ ରହିଛି ଯାହା ପର୍ଯ୍ୟଟକଙ୍କ ପାଇଁ ସ୍ମରଣୀୟ ସ୍ମୃତି ପାଲଟିଥାଏ । ଆଉ କେବେ କେବେ ପର୍ଯ୍ୟଟନସ୍ଥଳୀରେ ଏପରି କିଛି ଘଟେ, ଯାହା ମନରୁ କେବେ ଲିଭି ନ ଥାଏ । …
ଭାଙ୍ଗିଲା କାଚ ବ୍ରିଜ୍, ୩୦ ଫୁଟ ତଳକୁ ଖସିପଡ଼ିଲେ ପର୍ଯ୍ୟଟକ Read More »