ସମସ୍ତଙ୍କ ଜୀବନରେ ଶାନ୍ତି ଓ ଆନନ୍ଦ ଭରିବା ପାଇଁ କଲେ ପ୍ରାର୍ଥନା

ଭୁବନେଶ୍ୱର: ଆରମ୍ଭ ହୋଇଛି ପାର୍ବଣ ଋତୁ । ଭକ୍ତଙ୍କ ମଙ୍ଗଳ ପାଇଁ ଧରାବତରଣ କରିଛନ୍ତି ମାଆ । ତେବେ ଭାରତବର୍ଷରେ ଦଶହରା ଏକ ବଡ ଉତ୍ସବ ହୋଇଥିବା ବେଳେ ପରସ୍ପରକୁ ଦଶହରା ଶୁଭେଚ୍ଛା ଜଣାଉଛନ୍ତି ସମସ୍ତେ । ସେହିଭଳି ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି । ପାର୍ବଣର ଅମୃତ ଲଗ୍ନରେ ମା’ଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ …

ସମସ୍ତଙ୍କ ଜୀବନରେ ଶାନ୍ତି ଓ ଆନନ୍ଦ ଭରିବା ପାଇଁ କଲେ ପ୍ରାର୍ଥନା Read More »