taliban

afghanistan, India, Mahabharat, vyasa, gandhari, kandahar, mahabharat war, kabul river, mouryan dynasty, Islamic ruled, rising odisha

ଆଫଗାନିସ୍ତାନର ମହାଭାରତ କନେକ୍ସନ, ଗାନ୍ଧାର କେମିତି ହୋଇଗଲା କାନ୍ଦାହାର, ଜାଣନ୍ତୁ

ଆଫଗାନିସ୍ତାନରେ ଏବେ ସ୍ଥିତି ଗମ୍ଭୀର । ତାଲିବାନର ଲେଉଟାଣିକୁ ନେଇ ସେଠାକାର ବାସିନ୍ଦାଙ୍କ ସହିତ ବାକି ବିଶ୍ୱ ମଧ୍ୟ ଶଙ୍କିତ ଅଛି । ତେବେ ଆପଣ ଆଜି ଯେଉଁ ଆଫଗାନିସ୍ତାନକୁ ଦେଖୁଛନ୍ତି ପାଖାପାଖି ହଜାରରୁ ଅଧିକ ବର୍ଷ ତଳେ ତାହା ଅଲଗା ଥିଲା । ସେତେବଳେ ଆଫଗାନିସ୍ତାନ ଥିଲା ହିନ୍ଦୁ ଓ ବୌଦ୍ଧ ବହୁଳ । ଆଫଗାନିସ୍ତାନର ଶେଷ ହିନ୍ଦୁରାଜାଙ୍କ ୧୦୦୦ ମସିହାରେ ମୃତ୍ୟୁ ଓ ପରାଜୟ ସହିତ ଆରମ୍ଭ ହୋଇଥିଲା ମୁସଲିମ ରାଜ । ଆଫଗାନିସ୍ତାନର …

ଆଫଗାନିସ୍ତାନର ମହାଭାରତ କନେକ୍ସନ, ଗାନ୍ଧାର କେମିତି ହୋଇଗଲା କାନ୍ଦାହାର, ଜାଣନ୍ତୁ Read More »

India, taliban, china, china taliban, china foreign minister, afghanistan, taliban china together, against India, islamic terrorism, rising odisha

ତାଲିବାନ-ଚୀନ୍ ପ୍ରେମ, ଚିନ୍ତାରେ ଭାରତ

ଆଫଗାନିସ୍ତାନକୁ ଏକ ପ୍ରକାର ନିଜ କବଜାକୁ ନେଇ ସାରିଥିବା ତାଲିବାନ ଏବେ ଚୀନକୁ ନିଜର ଭରସାଯୋଗ୍ୟ ବନ୍ଧୁ ବୋଲି କହିଛି । ତାଲିବାନର ପ୍ରତିନିଧି ମଣ୍ଡଳୀ ବେଜିଂର ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ଚୀନ୍ ଅଧିକାରୀଙ୍କ ସହିତ ତାଲିବାନୀ ନେତାଙ୍କ ଫଟୋ ନିଶ୍ଚିତ ରୂପେ ଭାରତୀୟ ସୁରକ୍ଷା ଏଜେନ୍ସୀଙ୍କ ଚିନ୍ତା ବଢାଇ ଦେଇଥିବ । ବୁଧବାର ଦିନ ଅଚାନକ ତାଲିବାନର ଗୋଟିଏ ପ୍ରତିନଧି ମଣ୍ଡଳୀ ବେଜିଂରେ ପହଂଚିଥିଲା । ତାଲିବାନର ସହ …

ତାଲିବାନ-ଚୀନ୍ ପ୍ରେମ, ଚିନ୍ତାରେ ଭାରତ Read More »

taliban, afghanistan, afghan women, taliban control, restrictions for women, sharia law, islamic country, islam country, islamic law, taliban rules afghanistan, rising odisha

ମହିଳାଙ୍କ ପାଇଁ ତାଲିବାନର ତାଲିକା : ଆତଙ୍କ ଭିତରେ ଜିଉଁଛନ୍ତି ଆଫଗାନିସ୍ତାନୀ ମହିଳା

ଆଫଗାନିସ୍ତାନରେ ପୁଣିଥରେ ତାଲିବାନ କ୍ଷମତାକୁ ଆସିବାର ଆଶଙ୍କା କରାଯାଉଛି । ତାଲିବାନ ତା’ କବଜାରେ ଦେଶର ୮୫ ପ୍ରତିଶତ ଅଂଚଳ ଥିବା ଦାବି କରୁଛି । ତାଲିବାନର ପୁଣିଥରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନର ଅର୍ଥ କଠୋର ଇସଲାମିକ୍ ଆଇନ କାନୁନ । ଯାହାର ସ୍ୱାଦ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନ ଚାଖିଥିଲା । ତାଲିବାନର ପ୍ରଥମ ଶାସନ କାଳରେ ଆଫଗାନିସ୍ତାନ ଦେଖିଥିଲା ମଧ୍ୟଯୁଗୀୟ ଶାସନ ବ୍ୟବସ୍ଥା । ସରିୟତ ଲାଗୁ କରି ନିଜକୁ ପୁତ ପବିତ୍ର ଇସଲାମିକ୍ ରାଷ୍ଟ୍ର …

ମହିଳାଙ୍କ ପାଇଁ ତାଲିବାନର ତାଲିକା : ଆତଙ୍କ ଭିତରେ ଜିଉଁଛନ୍ତି ଆଫଗାନିସ୍ତାନୀ ମହିଳା Read More »

taliban, taliban afghanistan, taliban funding, where taliban is getting money, afghanistan opium production, drugs business, taliban mujaheedin, rising odisha

କେଉଁଠୁ ତାଲିବାନ ଆଣୁଛି ଟଙ୍କା ? କେମିତି ୨୦ ବର୍ଷ ଧରି ସୁପରପାୱାର ବିରୋଧରେ ଲଢିଲା ନିର୍ଣ୍ଣାୟକ ଯୁଦ୍ଧ ?

ଆମେରିକା ସୈନିକ ରାତିର ଅନ୍ଧାରରେ ଲୁଚିକରି ଆଫଗାନିସ୍ତାନ ଛାଡି ଚାଲିଗଲେ । ସେପ୍ଟେମ୍ବର ପୂର୍ବରୁ ଯେଉଁଭଳି ଆମେରିକା ତା’ର ସେୈନିକଙ୍କୁ ଆଫଗାନିସ୍ତାନରୁ ହଟାଇ ନେଲା ସେଥିରୁ ଜଣା ପଡୁଛି ଯେ, ଆମେରିକା ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ ଲଢି ହାଲିଆ ହୋଇଯାଇଥିଲା ଓ ତୁରନ୍ତ ଆଫଗାନିସ୍ତାନ ଛାଡି ଯିବାକୁ ଚାହୁଁଥିଲା । ତେବେ ଏଇଠି ଅନେକଙ୍କ ମନରେ ପ୍ରଶ୍ନ ଉଠେ ଯେ, ଆମେରିକା ଭଳି ସୁପରପାୱାରକୁ ପରାସ୍ତ କରିଥିବା ତାଲିବାନ ୨୦ ବର୍ଷ ଧରି ଯୁଦ୍ଧ ଲଢିବାକୁ …

କେଉଁଠୁ ତାଲିବାନ ଆଣୁଛି ଟଙ୍କା ? କେମିତି ୨୦ ବର୍ଷ ଧରି ସୁପରପାୱାର ବିରୋଧରେ ଲଢିଲା ନିର୍ଣ୍ଣାୟକ ଯୁଦ୍ଧ ? Read More »

Rise of Taliban 2.0, taliban, afghanistan, taliban ressurgence, rising odisha

ତାଲିବାନର ପୁନଃଉତ୍ଥାନ ଭାରତ ପାଇଁ କାହିଁକି ଶୁଭଙ୍କର ନୁହେଁ ?

ଜଣେ ରାଷ୍ଟ୍ରପତିଙ୍କୁ ପିଟିପିଟି ହତ୍ୟା କରି ଟ୍ରାଫିକ ପୋଷ୍ଟରେ ଶବକୁ ଝୁଲାଇଥିବା ‘ବିଦ୍ୟାର୍ଥୀ’ଙ୍କ ଦଳ ପୁଣି ଶାସନକୁ ଫେରୁଛି ଆଫଗାନିସ୍ତାନରୁ ଆମେରିକା ସେନା ଫେରିବା ଦିନ ପାଖେଇ ଆସିବା ସହିତ ସେଠାରେ ତାଲିବାନ କ୍ଷମତା ଦଖଲର ନିକଟତର ହେବାରେ ଲାଗିଛି । ତାଲିବାନ ଗତ କେଇ ସପ୍ତାହ ମଧ୍ୟରେ ୧୦ ଜିଲ୍ଲାର ମୁଖ୍ୟାଳୟ ଉପରେ କବଜା ଜମାଇ ସାରିଲାଣି । ସବୁଠୁ ବଡ କଥା ହେଉଛି ଏଥିପାଇଁ ତାଲିବାନକୁ ବିଶେଷ କିଛି କଷ୍ଟ କରିବାକୁ ପଡିନାହିଁ । …

ତାଲିବାନର ପୁନଃଉତ୍ଥାନ ଭାରତ ପାଇଁ କାହିଁକି ଶୁଭଙ୍କର ନୁହେଁ ? Read More »

Scroll to Top
Close Bitnami banner
Bitnami