‘ସନ୍ ଅଫ୍ ହମାସ’ ମୋସାବ କ’ଣ ପାଇଁ ହିନ୍ଦୁଙ୍କୁ ପ୍ରଶଂସା କଲେ ?

ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍‌ଯରୁ ଜଣେ ଶେଖ ହାସନ ୟୁସୁଫଙ୍କ ପୁଅ ମୋସାବ ହାସନ ପୁଣି ଥରେ ଏବେ ହେଡଲାଇନରେ ସ୍ଥାନ ପାଇଛନ୍ତି । ମୋସାବ ନିଜ ରାଜନୈତିକ ମତାବାଦ ପାଇଁ ବହୁ ବର୍ଷ ପୂର୍ବେ ପିତାଙ୍କ ସହିତ ସମ୍ପର୍କ ଭାଙ୍ଗିଥିଲେ । ନିକଟରେ ଏକ ଭାରତୀୟ ନ୍ୟୁଜ ଚ୍ୟାନେଲକୁ ଦେଇଥିବାକ ସାକ୍ଷାତକାରରେ ସେ ଭାରତୀୟ ଏବଂ ବିଶେଷକରି ହିନ୍ଦୁମାନଙ୍କୁ ପ୍ରଶଂସା କରିଛନ୍ତି । ଭାରତୀୟମାନେ, ବିଶେଷ କରି ହିନ୍ଦୁ ସମ୍ପ୍ରଦାୟ, ଯେଉଁଭଳି …

‘ସନ୍ ଅଫ୍ ହମାସ’ ମୋସାବ କ’ଣ ପାଇଁ ହିନ୍ଦୁଙ୍କୁ ପ୍ରଶଂସା କଲେ ? Read More »