ଘରେ ଲାଗିଥିବା ବିଦ୍ୟୁତ୍ ମିଟର ଆପଣଙ୍କ ଉପରେ ନଜର ରଖିଛି କି ?
ଘରେ ବିଦ୍ୟୁତ ମିଟର, ଗ୍ୟାସ୍ ମିଟର କିମ୍ବା ପାଣି ମିଟର ଲାଗିବା ସାଧାରଣ କଥା । ଏବେ ଅନେକ ସ୍ଥାନରେ ପୁରୁଣା ମିଟରର ଯାଗା ନେଉଛନ୍ତି ସ୍ମାର୍ଟ ମିଟର । ତେବେ ସ୍ମାର୍ଟ ମିଟରକୁ ନେଇ ଏମିତି ଖବର ଆସୁଛି ଯାହା ଶୁଣିଲା ପରେ ଆପଣ ଚିନ୍ତାରେ ପଡିବେ । କୁହାଯାଉଛି ଯେ, ଏହି ସ୍ମାର୍ଟ ମିଟର!-->…
Read More...
Read More...