ଆଉ ପଶିପାରିବେନି ଅଣହିନ୍ଦୁ; ସିଂହଦ୍ୱାରରେ ଜଗିବେ ୨ ପ୍ରତିହାରୀ ସେବକ

ପୁରୀ: ଶ୍ରୀମନ୍ଦିର ଭିତରକୁ ଆଉ ପଶି ପାରିବେନି ଅଣହିନ୍ଦୁ । ସେଥିଲାଗି ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହୋଇଛି ସିଂହଦ୍ୱାର ପ୍ରତିହାରୀ ସେବାର ପ୍ରଚଳନ । ଏଣିକି ସିଂହଦ୍ୱାର ନିକଟରେ ଜଗି ରହିବେ ପ୍ରତିହାରୀ ସେବକ । ଶ୍ରଦ୍ଧାଳୁଙ୍କୁ ଉପରେ ନଜର ରଖିବେ ସେମାନେ । କୌଣସି ଅଣହିନ୍ଦୁ ଯେପରି ମନ୍ଦିର ଭିତରକୁ ପ୍ରବେଶ ନ କରନ୍ତି, ସେଥିପାଇଁ ନଜର ରଖିବେ ଏହି ପ୍ରତିହାରୀ ସେବକ । ପୁଣି ଆରମ୍ଭ ହେଲା ପ୍ରତିହାରୀ ସେବା ଶ୍ରୀମନ୍ଦିର ସିଂହଦ୍ୱାର …

ଆଉ ପଶିପାରିବେନି ଅଣହିନ୍ଦୁ; ସିଂହଦ୍ୱାରରେ ଜଗିବେ ୨ ପ୍ରତିହାରୀ ସେବକ Read More »