shimilipal news

୩୧ ଦିନ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଯଶିପୁର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଦୀର୍ଘ ୩୧ ଦିନ ଧରି ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଥିଲେ । ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ପ୍ରଶାସନିକ ସ୍ତରରେ ଆଲୋଚନା ପରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଥିବା ଜଣାପଡିଛି । ବରେହିପାଣି ଠାରେ ଗତକାଲି ବିଶାଳ ସମାଧାନ ସଭାରେ ଏ ବାବଦରେ ବିଧିବଦ୍ଧ ଭାବେ ଘୋଷଣା କରାଯିବା …

୩୧ ଦିନ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ Read More »

ଦୁର୍ଗାପୂଜାରେ ଶିମିଳିପାଳରେ ଜମିବ ପିକନିକ୍

ବାରିପଦା: ପାର୍ବଣରେ ଶିମିଳିପାଳର ମନମୁଗ୍ଧକର ପରିବେଶରେ ସମୟ ବିତାଇବାକୁ ପର୍ଯ୍ୟଟକଙ୍କୁ ମିଳିବ ଭରପୂର ସୁଯୋଗ । କାରଣ ଆସନ୍ତା ୧୪ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲୁୂଛି ଶିମିଳିପାଳ ଅଭୟାରଣ୍ୟ । ନଭେମ୍ବର ବଦଳରେ ଚଳିତବର୍ଷ ଆଗୁଆ ଖୋଲିବାକୁ ଯାଉଛି ଏହି ଅଭୟାରଣ୍ୟ । ସକାଳ ୬ଟାରୁ ୯ଟା ମଧ୍ୟରେ ପିଠାବଟା ଓ ଯଶିପୁର ନିକଟ କାଳିଆଣି ଫାଟକ ଦେଇ ପର୍ଯ୍ୟଟକ ମାନେ ପ୍ରବେଶ କରିପାରିବେ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସୂଚନା …

ଦୁର୍ଗାପୂଜାରେ ଶିମିଳିପାଳରେ ଜମିବ ପିକନିକ୍ Read More »

RSS
Follow by Email
Scroll to Top
Close Bitnami banner
Bitnami