russian president vladimir putin

କିମ୍‌ଙ୍କୁ ରୁଷିଆରେ ନିର୍ମିତ ଦାମୀ କାର ଦେଲେ ଉପହାର 

ମସ୍କୋ : ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନଙ୍କୁ ଏକ ଦାମୀ ଉପହାର ଦେଇଛନ୍ତି ରୁଷିଆର ରାଷ୍ଟ୍ରପତି । ଯାହାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା । ଋଷ ରାଷ୍ଟ୍ରପତି ପୁଟିନ୍ ରୁଷିଆରେ ନିର୍ମିତ କାର ଉପହାର ଦେଇଛନ୍ତି । ମଙ୍ଗଳବାର ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି । ପୁଟିନ କେଉଁ କାର ପଠାଇଛନ୍ତି ଏବଂ ଏହାକୁ ଉତ୍ତର କୋରିଆକୁ କିପରି ନିଆଯାଇଛି ଏହି ଖବର ବିଷୟରେ ସୂଚନା ଦିଆଯାଇନାହିଁ …

କିମ୍‌ଙ୍କୁ ରୁଷିଆରେ ନିର୍ମିତ ଦାମୀ କାର ଦେଲେ ଉପହାର  Read More »

ପୁଟିନଙ୍କର ରହିଛି ୧୯ଟି ଘର, ୭୦୦ କାର, ୫୮ଟି ବିମାନ ଓ ହେଲିକପ୍ଟର

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ଖୁବ୍ ଚର୍ଚ୍ଚାରେ । ସେ ବିଶ୍ୱର ସବୁଠୁ ଧନୀ ରାଜନେତା ବୋଲି ଜଣାଯାଇଛି । ତାଙ୍କର ସମ୍ପତ୍ତି ତାଲିକା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ତାଙ୍କର ମୋଟ ସଂପତ୍ତି ୨୦୦ ବିଲିଅନ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୬,୬୦,୦୦୦ କୋଟି ଟଙ୍କା । ଆଉ ତାଙ୍କ ପାଖରେ ଅଛି ୭୦୦ ନିୟୁତ ଡଲାର ମୂଲ୍ୟର ଜେଟ୍ । ସରକାରୀ ଭାବେ ପୁଟିନଙ୍କ ବାର୍ଷିକ ଦରମା ୧,୪୦,୦୦୦ …

ପୁଟିନଙ୍କର ରହିଛି ୧୯ଟି ଘର, ୭୦୦ କାର, ୫୮ଟି ବିମାନ ଓ ହେଲିକପ୍ଟର Read More »

୨୦୨୪ରେ ପୃଥିବୀ ସୂର୍ଯ୍ୟଠାରୁ ଦୂରେଇଯିବ, ହେବ ପୁଟିନଙ୍କ ହତ୍ୟା !

୨୦୨୪ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଯେଉଁଥିରେ ସେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ହତ୍ୟା ଉଦ୍ୟମଠାରୁ ଆରମ୍ଭ କରି କର୍କଟ ଏବଂ ଆଲଜାଇମର ରୋଗର ଉପଶମ ସନ୍ଧାନ, ୟୁରୋପରେ ଆତଙ୍କବାଦୀ ଘଟଣାର ବୃଦ୍ଧି ପର୍ଯ୍ୟନ୍ତ ସବୁକିଛି ଦାବି କରିଛନ୍ତି । ଏହି ଅନ୍ଧ ଭବିଷ୍ୟଦ୍‌ବକ୍ତାଙ୍କ ଭବିଷ୍ୟବାଣୀ ପ୍ରାୟତଃ ସତ୍ୟ ପ୍ରମାଣିତ ହୋଇଥିବା ଦାବି ହୁଏ । ୨୦୨୨ରେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣର ବାବା ଭେଙ୍ଗା ପୂର୍ବାନୁମାନ କରି …

୨୦୨୪ରେ ପୃଥିବୀ ସୂର୍ଯ୍ୟଠାରୁ ଦୂରେଇଯିବ, ହେବ ପୁଟିନଙ୍କ ହତ୍ୟା ! Read More »

russia president, vladimir putin, nuclear briefcase, ukraine war, russia vs ukraine, odia blog, rising odisha

ପୁଟିନଙ୍କ ନ୍ୟୁକ୍ସିୟର ବ୍ରିଫକେସ କ’ଣ ? ଯାହାର ଗୋଟିଏ ବଟନ ଦବିଲେ ଆସିବ ମହାପ୍ରଳୟ !

ଗତ କିଛି ଦିନ ହେବ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ନଜର ଆସୁଥିବା ଏକ ବ୍ରିଫକେସକୁ ନେଇ ବେସ ଚର୍ଚ୍ଚା ହେଉଛି । ପ୍ରକୃତ କଥା ହେଉଛି ଏହା କିଛି ସାଧାରଣ ବ୍ରିଫକେସ ନୁହେଁ ଅଧିକନ୍ତୁ ଏହା ହେଉଛି ଚଳୟମାନ ପରମାଣୁ କମାଣ୍ଡ୍ ସେଣ୍ଟର । ଏହାକୁ ମଧ୍ୟ ପୁଟିନଙ୍କ ନ୍ୟୁକ୍ଲିୟର ବ୍ରିଫକେସ୍ ବୋଲି କୁହାଯାଇଥାଏ । ଯେଉଁଥିରେ ପରମାଣୁ ଆକ୍ରମଣ ସଂକ୍ରାନ୍ତୀୟ ଆଦେଶ ଦେବାର ସିଷ୍ଟମ ରହିଥାଏ । ୟୁକ୍ରେନ୍ ସହିତ ଯୁଦ୍ଧ ଆରମ୍ଭ …

ପୁଟିନଙ୍କ ନ୍ୟୁକ୍ସିୟର ବ୍ରିଫକେସ କ’ଣ ? ଯାହାର ଗୋଟିଏ ବଟନ ଦବିଲେ ଆସିବ ମହାପ୍ରଳୟ ! Read More »

russia ukraine war, russia attacks ukraine, syria, putin, odia blog, rising odisha

ବିଦେଶୀ ଭଡ଼ାଟିଆ ସୈନିକଙ୍କୁ ନେଇ ଯୁଦ୍ଧ ଲଢିବେ ପୁଟିନ୍, ସିରିଆରୁ ଆସୁଛନ୍ତି ଭଡ଼ାରେ ସୈନିକ

48 ଘଣ୍ଟାରେ ୟୁକ୍ରେନ୍ ଦଖଲ କରିବା ପ୍ଲାନ୍ ଥିଲା । କିନ୍ତୁ ଋଷ ସେନାର ଏହି ଅଭିଯାନର ଅନ୍ତ ୨ ସପ୍ତାହ ପରେ ମଧ୍ୟ ହୋଇନାହିଁ । ଯୁଦ୍ଧ ଦିନକୁ ଦିନ ଲମ୍ବିବାରେ ଲାଗିଛି । ଏଣେ ଋଷରେ ଲଢୁଆ ସୈନିକଙ୍କ ଅଭାବ ଦେଖିବାକୁ ମିଳୁଛି । ସୈନିକ ଅଭାବ ପୁରଣ କରିବାକୁ ଋଷ ଭଡାଟିଆ ସୈନିକଙ୍କ ଶରଣ ପସିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶୁକ୍ରବାର ଏ ସମ୍ପର୍କିତ ନିଷ୍ପତ୍ତିରେ ମୋହର ମାରିଛନ୍ତି । ଖବର …

ବିଦେଶୀ ଭଡ଼ାଟିଆ ସୈନିକଙ୍କୁ ନେଇ ଯୁଦ୍ଧ ଲଢିବେ ପୁଟିନ୍, ସିରିଆରୁ ଆସୁଛନ୍ତି ଭଡ଼ାରେ ସୈନିକ Read More »

vladimir putin, russia ukraine news, russia ukraine crisis, russia vs ukraine war update, russian president, odia news, rising odisha

ହାଲୁକା ଆଞ୍ଚରେ ମାଂସ ରାନ୍ଧୁଛନ୍ତି ପୁଟିନ୍,ଆଗକୁ ଟାର୍ଗେଟରେ କେଉଁ ଦେଶ ?

ବ୍ରିଟିଶ ଫିଲ୍ମ ନିର୍ଦେଶକ ଆଲଫ୍ରେଡ୍ ହିଚକ ଥରେ କହିଥିଲେ ଯେତେ ସମ୍ଭବ ଦର୍ଶକଙ୍କୁ ହଇରାଣ କର । ତାଙ୍କ କହିବା ଅର୍ଥ ହେଉଛି ଦର୍ଶକୁ ଅସମଂଜସ, ଦ୍ୱିବିଧା ଓ ସସପେନ୍ସ ଭିତରେ ରଖ । ଯେମିତି ସେ ଜାଣି ନପାରିବ ଯେ, ଅନ୍ତିମ ଦୃଷ୍ୟ ପର୍ଯ୍ୟନ୍ତ କ’ଣ ଘଟିବ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍ ମାମଲାରେ ଠିକ୍ ସେଇଆ କରିଛନ୍ତି । କେବେ ନରମ କେବେ ଗରମ ହୋଇ ପୁଟିନ୍ ପୁରା ଦୁନିଆକୁ ଦ୍ୱିବିଧା …

ହାଲୁକା ଆଞ୍ଚରେ ମାଂସ ରାନ୍ଧୁଛନ୍ତି ପୁଟିନ୍,ଆଗକୁ ଟାର୍ଗେଟରେ କେଉଁ ଦେଶ ? Read More »

pakistan pm imran khan, russian president vladimir putin, pakistan russia relation, india russia relations, ukraine crisis, rising odisha, odia blog

ପୁଟିନଙ୍କୁ ଭେଟିବେ ଇମ୍ରାନ୍, ପାକିସ୍ତାନ ନିକଟତର ହେଉଛି କି ‘ଭାରତର ବନ୍ଧୁ’ ଋଷ

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଋଷ ଗସ୍ତରେ ଯାଉଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବେ ଇମ୍ରାନ । ଏମିତିର ପ୍ରଶ୍ନ ଉଠିଲାଣି ଯେ, ଋଷ-ଚୀନ ମଧ୍ୟରେ ବନ୍ଧୁତାର ନୂଆ ଅଧ୍ୟାୟ ୟୁକ୍ରେନକୁ ନେଇ ଆରମ୍ଭ ହୋଇଥିବା ବେଳେ ପାକିସ୍ତାନକୁ ନେଇ ଋଷର ମନ ବଦଳିଲାଣି କି ? ଭାରତର ବନ୍ଧୁ ଭାବେ ପରିଚିତ ଋଷ ପାକିସ୍ତାନ ପ୍ରତି ମନୋଭାବ ନରମ କଲାଣି କି ? ଏଠାରେ ଉଲ୍ଲେଖନୀୟ ଯେ, ଏହି ଗସ୍ତ ପାଇଁ …

ପୁଟିନଙ୍କୁ ଭେଟିବେ ଇମ୍ରାନ୍, ପାକିସ୍ତାନ ନିକଟତର ହେଉଛି କି ‘ଭାରତର ବନ୍ଧୁ’ ଋଷ Read More »

Scroll to Top
Close Bitnami banner
Bitnami