Browsing Tag

russia vs ukraine war update

ୟୁକ୍ରେନରେ ଟି-୭୨,ଟି-୯୦ ଟ୍ୟାଙ୍କର ସମାଧି,ଚିନ୍ତାରେ ଭାରତ

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଲାଗୁଛି ୨୦୨୩ରେ ସରିବ ନାହିଁ । କିନ୍ତୁ ଲମ୍ବା ଚାଲିଥିବା ଏହି ଯୁଦ୍ଧ ଗୋଟିଏ ଯକ୍ଷ ପ୍ରଶ୍ନ ଭାରତ ଭଳି ଦେଶଙ୍କ ଆଗରେ ଛିଡା କରାଇଛି । ଭାରତ ଭଳି ଦେଶ ଯେଉଁମାନେ ଋଷୀୟ ସାମରିକ ସାରଞ୍ଜମ ଉପରେ ନିର୍ଭରଶୀଳ ସେମାନଙ୍କ ପାଇଁ ୟୁକ୍ରେନ ଯୁଦ୍ଧ ଆଖି
Read More...

ପୁଟିନଙ୍କ ନ୍ୟୁକ୍ସିୟର ବ୍ରିଫକେସ କ’ଣ ? ଯାହାର ଗୋଟିଏ ବଟନ ଦବିଲେ ଆସିବ ମହାପ୍ରଳୟ !

ଗତ କିଛି ଦିନ ହେବ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ନଜର ଆସୁଥିବା ଏକ ବ୍ରିଫକେସକୁ ନେଇ ବେସ ଚର୍ଚ୍ଚା ହେଉଛି । ପ୍ରକୃତ କଥା ହେଉଛି ଏହା କିଛି ସାଧାରଣ ବ୍ରିଫକେସ ନୁହେଁ ଅଧିକନ୍ତୁ ଏହା ହେଉଛି ଚଳୟମାନ ପରମାଣୁ କମାଣ୍ଡ୍ ସେଣ୍ଟର । ଏହାକୁ ମଧ୍ୟ ପୁଟିନଙ୍କ ନ୍ୟୁକ୍ଲିୟର
Read More...

ପୁଟିନଙ୍କ ସହ ଗରମାଗରମ ଯୁକ୍ତି ପରେ ଋଷ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଆସିଲା ହାର୍ଟ୍ ଆଟାକ୍ !

ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧ ଏକ ମାସ ଟପି ସାରିଲାଣି । ୪୮ ଘଣ୍ଟା ମଧ୍ୟରେ ୟୁକ୍ରେନ୍ ଉପରେ କବଜା କରିବା ଲକ୍ଷ୍ୟ ରଖିଥିବା ଋଷ ସେନା ପାଇଁ କିଭ୍ ଏବେ ମଧ୍ୟ ପହଞ୍ଚରୁ ଦୁରରେ । ୟୁକ୍ରେନର ଗରିଲା ଯୁଦ୍ଧ ଋଷ ସୈନିକଙ୍କୁ ଅସ୍ତବ୍ୟସ୍ତ କଲାଣି । ଆମେରିକାର ଜାଭେଲିନ୍ କ୍ଷେପଣାସ୍ତ୍ର ପାଇଁ ଋଷ
Read More...

ୟୁକ୍ରେନ୍ ଉପରେ ଋଷ କରିପାରେ ରାସାୟନିକ ଆକ୍ରମଣ, ଜାଣନ୍ତୁ ଲକ୍ଷାଧିକ ଜୀବନ ନେଇଥିବା ରାସାୟନିକ ଅସ୍ତ୍ର କ’ଣ ?

ୟୁକ୍ରେନ୍ ବିରୋଧରେ ଋଷ ଯୁଦ୍ଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରିପାରେ ବୋଲି ଆମେରିକା ଓ ବ୍ରିଟେନ୍ ଆଶଙ୍କା ବ୍ୟକ୍ତ କରିଛନ୍ତି । ୟୁକ୍ରେନ୍ ମଧ୍ୟ ଏନେଇ ଋଷକୁ ଚେତାବନୀ ଦେଇ ସାରିଛି । ରାସାୟନିକ ଅସ୍ତ୍ର ବ୍ୟବହାର କରିଲେ ଋଷକୁ ପ୍ରତିବନ୍ଧକ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ବୋଲି
Read More...

ବିଦେଶୀ ଭଡ଼ାଟିଆ ସୈନିକଙ୍କୁ ନେଇ ଯୁଦ୍ଧ ଲଢିବେ ପୁଟିନ୍, ସିରିଆରୁ ଆସୁଛନ୍ତି ଭଡ଼ାରେ ସୈନିକ

48 ଘଣ୍ଟାରେ ୟୁକ୍ରେନ୍ ଦଖଲ କରିବା ପ୍ଲାନ୍ ଥିଲା । କିନ୍ତୁ ଋଷ ସେନାର ଏହି ଅଭିଯାନର ଅନ୍ତ ୨ ସପ୍ତାହ ପରେ ମଧ୍ୟ ହୋଇନାହିଁ । ଯୁଦ୍ଧ ଦିନକୁ ଦିନ ଲମ୍ବିବାରେ ଲାଗିଛି । ଏଣେ ଋଷରେ ଲଢୁଆ ସୈନିକଙ୍କ ଅଭାବ ଦେଖିବାକୁ ମିଳୁଛି । ସୈନିକ ଅଭାବ ପୁରଣ କରିବାକୁ ଋଷ ଭଡାଟିଆ ସୈନିକଙ୍କ ଶରଣ ପସିଛି
Read More...

ଜେଲେଂସ୍କିଙ୍କ ହତ୍ୟା ପାଇଁ ୟୁକ୍ରେନରେ ପହଂଚି ସାରିଲେଣି ୪ ହଜାର ଭଡାଟିଆ ହତ୍ୟାକାରୀ !

୧୨ ଘଣ୍ଟାରେ ୟୁକ୍ରେନ ଉପରେ କବଜା ପାଇଁ ପୁଟିନ କରିଥିଲେ ଯୋଜନା । କିନ୍ତୁ ଯୋଜନ କେବଳ ଯୋଜନା ହୋଇ ରହିଗଲା । ଯୁଦ୍ଧର ୪ ଦିନ ପରେ ବି ସମ୍ପୂର୍ଣ୍ଣ ୟୁକ୍ରେନ ଋଷ ସେନା ଅଧିକାରକୁ ଆସି ପାରିନାହିଁ । ଋଷକୁ ଛାଡନ୍ତୁ ୟୁକ୍ରେନର ସମର୍ଥକ ମଧ୍ୟ ଭାବିଥିଲେ ୧୨ ଘଣ୍ଟା ନହେଲେ ବି ୨୪ ଘଣ୍ଟାରେ
Read More...

‘କାଲି ପାକିସ୍ତାନ ସୂର୍ଯ୍ୟୋଦୟ ଦେଖିବ ନାହିଁ’, ୟୁକ୍ରେନ-ଋଷ ଯୁଦ୍ଧ ପରେ କାହିଁକି ମନେ ପଡେ ଅଟଳଙ୍କ ଏହି ଅଟଳ ବାକ୍ୟ ?

ୟୁକ୍ରେନ୍ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ଦେଖି ପ୍ରାୟ ସବୁ ଭାରତୀୟ ଚିନ୍ତିତ ଅଛନ୍ତି । ସେଠାରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ବିଶେଷ ଅଭିଯାନ ଚଲାଇଛି । ୪ ଜଣ କେନ୍ଦ୍ର ମନ୍ତ୍ରୀ ୟୁକ୍ରେନ୍ ପଡୋଷୀ ଦେଶରେ ଡେରା ପକାଇଛନ୍ତି । ୟୁକ୍ରେନ ସଂକଟ କାଳରେ ଏବେ
Read More...

ଋଷର ୟୁକ୍ରେନ୍ ଆକ୍ରମଣ ପରେ POKରେ ସମାନ ଆକ୍ରମଣ କରିବାକୁ ସୋସିଆଲ ମିଡିଆରେ ମତ, କିନ୍ତୁ ଜାଣନ୍ତୁ କେଉଁଠି ରହିଛି…

ୟୁକ୍ରେନ୍ ଉପରେ ଯେଉଁଭଳି ଭାବେ ଋଷ ଆକ୍ରମଣ କରିଛି ତାକୁ ନେଇ ଭାରତରେ ଦୁଇପ୍ରକାର ମତ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଗୋଟିଏ ଗୋଷ୍ଠୀ ଏଥିପାଇଁ ଋଷକୁ ନିନ୍ଦା କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ କହୁଛନ୍ତି ଯେ, ଋଷର ଏହି ଆକ୍ରମଣ ଭାରତକୁ ପାକ୍ ଅଧିକୃତ କାଶ୍ମୀର ଅଧିକାର କରିବାର
Read More...

ଋଷ-ୟୁକ୍ରେନ୍ ଯୁଦ୍ଧ : ପିସ୍ ମେକର ଭାବେ ଉଭା ହେବକି ଭାରତ ?

ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧ ବିପଜ୍ଜନକ ମୋଡରେ ଥିବାବେଳେ ଆସିଛି ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ଜେଲେଂସ୍କିଙ୍କ ବୟାନ । ଜେଲେଂସ୍କିଙ୍କ ଅନୁସାରେ ଶନିବାର ସଂଧ୍ୟାରେ ସେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଯୁଦ୍ଧକୁ ନେଇ କଥା ହୋଇଛନ୍ତି । ତାଙ୍କ ଅନୁସାରେ ସେ
Read More...

ହାଲୁକା ଆଞ୍ଚରେ ମାଂସ ରାନ୍ଧୁଛନ୍ତି ପୁଟିନ୍,ଆଗକୁ ଟାର୍ଗେଟରେ କେଉଁ ଦେଶ ?

ବ୍ରିଟିଶ ଫିଲ୍ମ ନିର୍ଦେଶକ ଆଲଫ୍ରେଡ୍ ହିଚକ ଥରେ କହିଥିଲେ ଯେତେ ସମ୍ଭବ ଦର୍ଶକଙ୍କୁ ହଇରାଣ କର । ତାଙ୍କ କହିବା ଅର୍ଥ ହେଉଛି ଦର୍ଶକୁ ଅସମଂଜସ, ଦ୍ୱିବିଧା ଓ ସସପେନ୍ସ ଭିତରେ ରଖ । ଯେମିତି ସେ ଜାଣି ନପାରିବ ଯେ, ଅନ୍ତିମ ଦୃଷ୍ୟ ପର୍ଯ୍ୟନ୍ତ କ’ଣ ଘଟିବ । ଋଷ ରାଷ୍ଟ୍ରପତି ଭ୍ଲାଦିମିର
Read More...
Close Bitnami banner
Bitnami