russia ukraine war

putin, odia blog, rising odisha

ପୁଟିନ୍ ମୃତ, ଡୁପ୍ଲିକେଟ୍ ଚଲାଉଛନ୍ତି ସରକାର

ଇତିହାସରେ ଏମିତି ଅନେକ ନଜିର ରହିଛି ଯେଉଁଠି ରାଜା,ମହାରାଜା ଓ ଏକଛତ୍ରବାଦୀ ଶାସକ ନିଜକୁ ସୁରକ୍ଷିତ ରଖିବାକୁ ଡୁପ୍ଲିକେଟର ବ୍ୟବହାର କରନ୍ତି । ସଦ୍ଦାମ ହୁସେନଙ୍କଠାରୁ କିମ୍ ଜୋଙ୍ଗ୍ ଉନ୍, ସମସ୍ତଙ୍କର ରହିଛନ୍ତି ଡୁପ୍ଲିକେଟ୍ । ଆମେରିକାର ଇରାକ ଆକ୍ରମଣ କାଳରେ ଗୋଟିଏ ଦିନରେ ଗୋଟିଏ ସମୟରେ ଇରାକର ଏକରୁ ଅଧିକ ସ୍ଥାନରେ ସଦ୍ଦାମଙ୍କୁ ଦେଖିବାକୁ ମିଳିଥିଲା । ପରେ ଜଣା ପଡିଥିଲା ଯେ, ସଦ୍ଦାମ କେବେ ମଧ୍ୟ ରାଜଧାନୀ ଛାଡିନଥିଲେ । ଦେଶର ବିଭିନ୍ନ ସ୍ଥାନରେ …

ପୁଟିନ୍ ମୃତ, ଡୁପ୍ଲିକେଟ୍ ଚଲାଉଛନ୍ତି ସରକାର Read More »

russia ukraine war, russia china relations, russia vs usa, china vs usa, modi govt, India, joe biden, vladimir putin, india china standoff, xi jinping, odia blog, rising odisha

ପୁତିନ-ଜିନପିଙ୍ଗଙ୍କ ସହ ମୁହାଁମୁହିଁ ହେବାକୁ ବାଇଡେନ୍ ପ୍ରସ୍ତୁତ, ଭାରତ ସାଥ୍ ଦେବ କି ?

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ନେଇ ବିଶ୍ୱବ୍ୟାପି ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଆମେରିକା ଏହାକୁ ନେଇ ଋଷ ବିରୋଧରେ ମୋର୍ଚ୍ଚା ଖୋଲିଥିଲା ଓ ମୋର୍ଚ୍ଚାବନ୍ଦୀ ଏବେ ମଧ୍ୟ ଜାରି ରହିଛି । ୟୁରୋପର ଅନେକ ଦେଶ ଆମେରିକାକୁ ସମର୍ଥନ କରୁଥିବା ବେଳେ ବାଇଡେନ୍ ପ୍ରଶାସନ ଭାବିଥିଲା ଯେ, ଭାରତ ଏହି ମାମଲାରେ ସେମାନଙ୍କ ପକ୍ଷ ନେବ । କିନ୍ତୁ ଭାରତ ଏହି ମାମଲାରେ ଦୁଇ ପକ୍ଷଙ୍କୁ ଶାନ୍ତି ପାଇଁ ଅପିଲ କରି ନିରବ ରହିଥିଲା । …

ପୁତିନ-ଜିନପିଙ୍ଗଙ୍କ ସହ ମୁହାଁମୁହିଁ ହେବାକୁ ବାଇଡେନ୍ ପ୍ରସ୍ତୁତ, ଭାରତ ସାଥ୍ ଦେବ କି ? Read More »

ukraine war, russian president, vladimir putin, russian army generals, russsian soldiers, russia ukraine war updates, odia blog, rising odisha

ପୁଟିନଙ୍କ ଜିଦ ପାଇଁ ବରବାଦ ହେଲା ଋଷ ସେନା, ୮ ଜେନରାଲଙ୍କ ଗଲାଣି ଜୀବନ

ୟୁକ୍ରେନ ଯୁଦ୍ଧରେ ଋଷ ଏପର୍ଯ୍ୟନ୍ତ ବଡ଼ଧରଣର ସଫଳତା ପାଇନାହିଁ । ରାଜଧାନୀ କିଭ୍ ହେଉ କି ଅନ୍ୟକୌଣସି ବଡ଼ ସହର କିଛି ମଧ୍ୟ ଋଷ ନିୟନ୍ତ୍ରଣକୁ ସମ୍ପୂର୍ଣ୍ଣ ଭାବେ ଆସିପାରିନାହିଁ । କିନ୍ତୁ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ପୁଟିନଙ୍କ ଜିଦ ଋଷ ସେନାକୁ ଏକରକମ ବରବାଦ କରି ସାରିଲାଣି । ୨୪ ଫେବ୍ରୁଆରୀରେ ଯେଉଁଦିନ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ସେଦିନ ଋଷ ସହିତ ବାକି ଦେଶ ମଧ୍ୟ ଭାବିଥିଲେ ଯେ, ଦିନେରୁ ଦୁଇ …

ପୁଟିନଙ୍କ ଜିଦ ପାଇଁ ବରବାଦ ହେଲା ଋଷ ସେନା, ୮ ଜେନରାଲଙ୍କ ଗଲାଣି ଜୀବନ Read More »

india russia, usa, russia ukraine war, ukraine crisis, india stance over ukraine, odia blog, rising odisha

ଋଷ ସମ୍ପର୍କିତ ଭାରତର ଆଭିମୁଖ୍ୟକୁ ନେଇ ଆମେରିକା ଅସୁଖି କିନ୍ତୁ ନିଜ ପଟକୁ ଆଣିବାକୁ ଉଦ୍ୟମ ଜାରି

ମାସାଧିକ ସମୟ ଧରି ଜାରିଥିବା ଋଷ ଓ ୟୁକ୍ରେନ୍ ଯୁଦ୍ଧ ଦୁନିଆକୁ ବ୍ୟସ୍ତ ବିବ୍ରତ କରିଥିବା ବେଳେ ଆମେରିକାର ଚିନ୍ତା ଭାରତକୁ ନେଇ । ଭାରତ ଓ ଋଷର ସମ୍ପର୍କ ଆମେରିକାକୁ ଚିନ୍ତାରେ ପକାଇଛି । ଭାରତ ଯେଉଁଭଳି ଭାବେ ଋଷକୁ ନେଇ ନିରବତା ଅବଲମ୍ବନ କରୁଛି ତାହା ୱାସିଂଟନକୁ ବିବ୍ରତ କରୁଛି । ଆଉ ଆମେରିକା ଏହାକୁ ଖୋଲାଖୋଲି ସ୍ୱୀକାର ମଧ୍ୟ କରିଛି । ଋଷ ପ୍ରତି ଭାରତର ନିରବ ସମର୍ଥନକୁ ନେଇ ଆମେରିକା ଅସୁଖି …

ଋଷ ସମ୍ପର୍କିତ ଭାରତର ଆଭିମୁଖ୍ୟକୁ ନେଇ ଆମେରିକା ଅସୁଖି କିନ୍ତୁ ନିଜ ପଟକୁ ଆଣିବାକୁ ଉଦ୍ୟମ ଜାରି Read More »

china, australia, taiwan, china australia war

ଅଷ୍ଟ୍ରେଲିଆକୁ ଆକ୍ରମଣ କରିବ ଚୀନ୍ ? ଆମେରିକାର ସମରସଜ୍ଜା

ୟୁକ୍ରେନ୍ ଯୁଦ୍ଧ ଭିତରେ ଚୀନ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏବେ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି । ଅଷ୍ଟ୍ରେଲିଆ ମଧ୍ୟ ଚୀନ ସହିତ ଉତ୍ତେଜନା ବୃଦ୍ଧି ଖବରକୁ ସ୍ୱୀକାର କରିଛି । ଅଷ୍ଟ୍ରେଲିଆ ଆଶଙ୍କା କରୁଛି ଯେ, ଏହି ଉତ୍ତେଜନା ପରବର୍ତ୍ତି ପରିସ୍ଥିତିରେ ଯୁଦ୍ଧର ରୂପ ନେଇ ପାରେ । ଏହା ମଧ୍ୟରେ ଅଷ୍ଟ୍ରେଲିଆ ସହିତ ଅକ୍ସ ଡିଲ୍ କରିଥିବା ଆମେରିକା ହଜାର ହଜାର ସଂଖ୍ୟାରେ ସୈନିକ, ଭୂପୃଷ୍ଠରୁ ଆକାଶକୁ ପ୍ରକ୍ଷେପିତ ହେଉଥିବା କ୍ଷେପଣାସ୍ତ୍ର, ତୋପ, ରକେଟ୍ …

ଅଷ୍ଟ୍ରେଲିଆକୁ ଆକ୍ରମଣ କରିବ ଚୀନ୍ ? ଆମେରିକାର ସମରସଜ୍ଜା Read More »

odia blog, rising odisha

ୟୁକ୍ରେନ୍ ଉପରେ ଋଷ କରିପାରେ ରାସାୟନିକ ଆକ୍ରମଣ, ଜାଣନ୍ତୁ ଲକ୍ଷାଧିକ ଜୀବନ ନେଇଥିବା ରାସାୟନିକ ଅସ୍ତ୍ର କ’ଣ ?

ୟୁକ୍ରେନ୍ ବିରୋଧରେ ଋଷ ଯୁଦ୍ଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରିପାରେ ବୋଲି ଆମେରିକା ଓ ବ୍ରିଟେନ୍ ଆଶଙ୍କା ବ୍ୟକ୍ତ କରିଛନ୍ତି । ୟୁକ୍ରେନ୍ ମଧ୍ୟ ଏନେଇ ଋଷକୁ ଚେତାବନୀ ଦେଇ ସାରିଛି । ରାସାୟନିକ ଅସ୍ତ୍ର ବ୍ୟବହାର କରିଲେ ଋଷକୁ ପ୍ରତିବନ୍ଧକ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ୟୁକ୍ରେନ୍ କହିଛି । ଋଷ ଏହା ପୂର୍ବରୁ ଆମେରିକା ବିରୋଧରେ ଗୋଟିଏ ସାଂଘାତିକ ଅଭିଯୋଗ ଆଣିଥିଲା । ଋଷର ଅଭିଯୋଗ ଥିଲା ଯେ, ଆମେରିକା ୟୁକ୍ରେନରେ ଜୈବିକ …

ୟୁକ୍ରେନ୍ ଉପରେ ଋଷ କରିପାରେ ରାସାୟନିକ ଆକ୍ରମଣ, ଜାଣନ୍ତୁ ଲକ୍ଷାଧିକ ଜୀବନ ନେଇଥିବା ରାସାୟନିକ ଅସ୍ତ୍ର କ’ଣ ? Read More »

NATO, Ukraine crisis, russia ukraine war, russia vs ukraine war, odia blog, rising odisha

ନାଟୋ ଦଗା ଭାରିପଡିଲା, ଶାନ୍ତି ପାଇଁ ସଂକେତ ଦେଲେ ଜେଲେନସ୍କି

ଦଗାଦିଆ ନାଟୋର ନାଟରେ ଦେଶ ବରବାଦ ହେବା ପରେ ଜେଲେନସ୍କି ଯୁଦ୍ଧକୁ ଅଧିକ ଦିନ ଟାଣିବାକୁ ଚାହୁଁନାହାନ୍ତି । ଯାହାର ସଂକେତ ସେ ଦେଇଛନ୍ତି । ନାଟୋ ଆମକୁ ସଦସ୍ୟ ଭାବେ ଗ୍ରହଣ କରିବାକୁ ଚାହୁଁନି, ଆମେ ମଧ୍ୟ ଆଉ ନାଟୋର ସଦସ୍ୟ ହେବାକୁ ଇଛୁକ ନୁହେଁ । ଏକଥା କହିଛନ୍ତି ଜେଲେନସ୍କି । ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଭୟାବହ ଯୁଦ୍ଧ ମଧ୍ୟରେ ଏହି ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ୟୁକ୍ରେନ୍ ଏବେ …

ନାଟୋ ଦଗା ଭାରିପଡିଲା, ଶାନ୍ତି ପାଇଁ ସଂକେତ ଦେଲେ ଜେଲେନସ୍କି Read More »

china tyres, russian convoy, russia ukraine war

ଋଷକୁ ମହଙ୍ଗା ପଡିଲା ଶସ୍ତା ଚୀନ୍ ଟାୟାର, ୬୪ କିମି ଲମ୍ବା ସେନା ଲାଇନକୁ ଲାଗିଲା ବ୍ରେକ୍

ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଶନିବାର ଦିନ ଦଶମ ଦିନରେ ପ୍ରବେଶ କରିଛି । ଏହି ଦିନ ମଧ୍ୟ ଋଷ ତରଫରୁ ୟୁକ୍ରେନର ଦୁଇଟି ସହର ଉପରେ ଦୁଇ ଘଣ୍ଟା ପାଇଁ ଆକ୍ରମଣ ବନ୍ଦ କରିଥିଲା । ଫଳରେ ୟୁକ୍ରେନ୍ ମାରିୟୁପୋଲ ଓ ଭୋଲନୋଭୋଖା ସହରରେ ଅଟକ ଥିବା ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ଅପସାରଣ କରିଛି । ଅନ୍ୟପକ୍ଷରେ ଋଷ ସେନାର ଯେଉଁ ୬୪ କିମି ଲମ୍ବା ସେନା ଲାଇନକୁ ନେଇ ଚର୍ଚ୍ଚା ଚାଲିଥିଲା …

ଋଷକୁ ମହଙ୍ଗା ପଡିଲା ଶସ୍ତା ଚୀନ୍ ଟାୟାର, ୬୪ କିମି ଲମ୍ବା ସେନା ଲାଇନକୁ ଲାଗିଲା ବ୍ରେକ୍ Read More »

ukraine ambassador to india, narendra modi, russia ukraine crisis, russia vs ukraine war update, india, rising odisha, odia blog

ଋଷ-ୟୁକ୍ରେନ୍ ଯୁଦ୍ଧ : ପିସ୍ ମେକର ଭାବେ ଉଭା ହେବକି ଭାରତ ?

ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧ ବିପଜ୍ଜନକ ମୋଡରେ ଥିବାବେଳେ ଆସିଛି ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ଜେଲେଂସ୍କିଙ୍କ ବୟାନ । ଜେଲେଂସ୍କିଙ୍କ ଅନୁସାରେ ଶନିବାର ସଂଧ୍ୟାରେ ସେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଯୁଦ୍ଧକୁ ନେଇ କଥା ହୋଇଛନ୍ତି । ତାଙ୍କ ଅନୁସାରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରି ଯୁଦ୍ଧସ୍ଥିତିକୁ ନେଇ ଅବଗତ କରାଇଥିଲେ । ଭ୍ଲାଦିମିରଙ୍କ ଅନୁସାରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲେ ଯେ, ଆମ ଦେଶ ମଧ୍ୟକୁ ୧ ଲକ୍ଷ ଅନୁପ୍ରବେଶକାରୀ …

ଋଷ-ୟୁକ୍ରେନ୍ ଯୁଦ୍ଧ : ପିସ୍ ମେକର ଭାବେ ଉଭା ହେବକି ଭାରତ ? Read More »

Scroll to Top
Close Bitnami banner
Bitnami