Browsing Tag

russia ukraine conflict

ଋଷ ସମ୍ପର୍କିତ ଭାରତର ଆଭିମୁଖ୍ୟକୁ ନେଇ ଆମେରିକା ଅସୁଖି କିନ୍ତୁ ନିଜ ପଟକୁ ଆଣିବାକୁ ଉଦ୍ୟମ ଜାରି

ମାସାଧିକ ସମୟ ଧରି ଜାରିଥିବା ଋଷ ଓ ୟୁକ୍ରେନ୍ ଯୁଦ୍ଧ ଦୁନିଆକୁ ବ୍ୟସ୍ତ ବିବ୍ରତ କରିଥିବା ବେଳେ ଆମେରିକାର ଚିନ୍ତା ଭାରତକୁ ନେଇ । ଭାରତ ଓ ଋଷର ସମ୍ପର୍କ ଆମେରିକାକୁ ଚିନ୍ତାରେ ପକାଇଛି । ଭାରତ ଯେଉଁଭଳି ଭାବେ ଋଷକୁ ନେଇ ନିରବତା ଅବଲମ୍ବନ କରୁଛି ତାହା ୱାସିଂଟନକୁ ବିବ୍ରତ କରୁଛି । ଆଉ
Read More...

ପୁଟିନଙ୍କ ସହ ଗରମାଗରମ ଯୁକ୍ତି ପରେ ଋଷ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଆସିଲା ହାର୍ଟ୍ ଆଟାକ୍ !

ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧ ଏକ ମାସ ଟପି ସାରିଲାଣି । ୪୮ ଘଣ୍ଟା ମଧ୍ୟରେ ୟୁକ୍ରେନ୍ ଉପରେ କବଜା କରିବା ଲକ୍ଷ୍ୟ ରଖିଥିବା ଋଷ ସେନା ପାଇଁ କିଭ୍ ଏବେ ମଧ୍ୟ ପହଞ୍ଚରୁ ଦୁରରେ । ୟୁକ୍ରେନର ଗରିଲା ଯୁଦ୍ଧ ଋଷ ସୈନିକଙ୍କୁ ଅସ୍ତବ୍ୟସ୍ତ କଲାଣି । ଆମେରିକାର ଜାଭେଲିନ୍ କ୍ଷେପଣାସ୍ତ୍ର ପାଇଁ ଋଷ
Read More...

ଜେଲେଂସ୍କିଙ୍କ ହତ୍ୟା ପାଇଁ ୟୁକ୍ରେନରେ ପହଂଚି ସାରିଲେଣି ୪ ହଜାର ଭଡାଟିଆ ହତ୍ୟାକାରୀ !

୧୨ ଘଣ୍ଟାରେ ୟୁକ୍ରେନ ଉପରେ କବଜା ପାଇଁ ପୁଟିନ କରିଥିଲେ ଯୋଜନା । କିନ୍ତୁ ଯୋଜନ କେବଳ ଯୋଜନା ହୋଇ ରହିଗଲା । ଯୁଦ୍ଧର ୪ ଦିନ ପରେ ବି ସମ୍ପୂର୍ଣ୍ଣ ୟୁକ୍ରେନ ଋଷ ସେନା ଅଧିକାରକୁ ଆସି ପାରିନାହିଁ । ଋଷକୁ ଛାଡନ୍ତୁ ୟୁକ୍ରେନର ସମର୍ଥକ ମଧ୍ୟ ଭାବିଥିଲେ ୧୨ ଘଣ୍ଟା ନହେଲେ ବି ୨୪ ଘଣ୍ଟାରେ
Read More...

‘କାଲି ପାକିସ୍ତାନ ସୂର୍ଯ୍ୟୋଦୟ ଦେଖିବ ନାହିଁ’, ୟୁକ୍ରେନ-ଋଷ ଯୁଦ୍ଧ ପରେ କାହିଁକି ମନେ ପଡେ ଅଟଳଙ୍କ ଏହି ଅଟଳ ବାକ୍ୟ ?

ୟୁକ୍ରେନ୍ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ଦେଖି ପ୍ରାୟ ସବୁ ଭାରତୀୟ ଚିନ୍ତିତ ଅଛନ୍ତି । ସେଠାରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ବିଶେଷ ଅଭିଯାନ ଚଲାଇଛି । ୪ ଜଣ କେନ୍ଦ୍ର ମନ୍ତ୍ରୀ ୟୁକ୍ରେନ୍ ପଡୋଷୀ ଦେଶରେ ଡେରା ପକାଇଛନ୍ତି । ୟୁକ୍ରେନ ସଂକଟ କାଳରେ ଏବେ
Read More...

ଋଷର ୟୁକ୍ରେନ୍ ଆକ୍ରମଣ ପରେ POKରେ ସମାନ ଆକ୍ରମଣ କରିବାକୁ ସୋସିଆଲ ମିଡିଆରେ ମତ, କିନ୍ତୁ ଜାଣନ୍ତୁ କେଉଁଠି ରହିଛି…

ୟୁକ୍ରେନ୍ ଉପରେ ଯେଉଁଭଳି ଭାବେ ଋଷ ଆକ୍ରମଣ କରିଛି ତାକୁ ନେଇ ଭାରତରେ ଦୁଇପ୍ରକାର ମତ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଗୋଟିଏ ଗୋଷ୍ଠୀ ଏଥିପାଇଁ ଋଷକୁ ନିନ୍ଦା କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ କହୁଛନ୍ତି ଯେ, ଋଷର ଏହି ଆକ୍ରମଣ ଭାରତକୁ ପାକ୍ ଅଧିକୃତ କାଶ୍ମୀର ଅଧିକାର କରିବାର
Read More...
Close Bitnami banner
Bitnami