ପ୍ରଧାନମନ୍ତ୍ରୀ ମୋଦି ଏମିତି ଖାଲି ପୁଟିନଙ୍କୁ କହିନଥିଲେ ଏହି କଥା, କାରଣ ଥିଲା ନାଟୋ

ନାଟୋ ଦେଶଙ୍କ ଶିଖର ସମ୍ମିଳନୀର ଠିକ୍ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଚ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଫୋନରେ କଥା ହୋଇଛନ୍ତି । ଏହି ବୈଠକରେ ନାଟୋ ଘୋଷଣ କରିଥିଲା ଯେ, ଋଷ ସେମାନଙ୍କ ସାମରିକ ମେଣ୍ଟ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ପ୍ରତ୍ଯକ୍ଷ ବିପଦ । ବିଶେଷଜ୍ଞଙ୍କ କହିବା ହେଉଛି ଯେ, ପ୍ରଧାନମନ୍ତ୍ରୀ ମୋଦି,ପୁଟିନଙ୍କ ସହିତ କଥା ହୋଇ ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରଙ୍କୁ ଏକ ସନ୍ଦେଶ ଦେଇଛନ୍ତି । ସେ …

ପ୍ରଧାନମନ୍ତ୍ରୀ ମୋଦି ଏମିତି ଖାଲି ପୁଟିନଙ୍କୁ କହିନଥିଲେ ଏହି କଥା, କାରଣ ଥିଲା ନାଟୋ Read More »