ରୋମାନ୍ସ ଝରକା ବାହାରେ ଥାଏ, ବିବାହ ପରେ ଏସବୁ ସରିଯାଏ

ମୁମ୍ୱାଇ : ରୋମାନ୍ସ ଝରକା ବାହାରେ ଥାଏ । ବିବାହ ପରେ ଏସବୁ ପଳେଇ ଯାଏ । ଏମିତି କିଛି କହିଛନ୍ତି ବଲିଉଡ଼ ଅଭିନେତ୍ରୀ ଜୟା ବଚ୍ଚନ । ଜୟାଙ୍କ ଏପରି ମନ୍ତବ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହା ଶୁଣିବା ପରେ ଜୟାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଚର୍ଚ୍ଚାରେ ଜୟାଙ୍କ ମନ୍ତବ୍ୟ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା । ତାଙ୍କ ପୋଡ୍‌କାଷ୍ଟ ‘ହ୍ୱାଟ୍ସ …

ରୋମାନ୍ସ ଝରକା ବାହାରେ ଥାଏ, ବିବାହ ପରେ ଏସବୁ ସରିଯାଏ Read More »