Browsing Tag

rising odisha

ସୁନ୍ଦରୀ ହେବାର ନିଶା, ପ୍ଲାଷ୍ଟିକ୍ ସର୍ଜରୀ ନେଲାଣି ଦୁଇ ଜଣ ହିରୋଇନଙ୍କ ଜୀବନ

ଗ୍ଲାମର ଜଗତର ଝିଲମିଲ ଦୁନିଆ କ୍ୟାମେରା ପଛରେ ଢେର କଳା । ସ୍କ୍ରିନ ଉପରେ ପରଫେକ୍ଟ ଲୁକର ଚାପ ଜୀବନ ଉପରେ ପକାଇଥାଏ ଛାପ । ସୁନ୍ଦର ଚେହେରାର ଅର୍ଥ ନୁହେଁ ପ୍ରାକୃତିକ । ଗ୍ଲାମର ଦୁନିଆରେ ନେଚୁରାଲ ବିୟୁଟିର ପରିଭାଷା ବଦଳିଯାଏ । ସ୍ଲିମ୍ ଟ୍ରିମ୍ ସେପ୍ ପାଇଁ ଶରିର ପାଲଟେ ଏକ୍ସପେରିମେଣ୍ଟର
Read More...

ମୁଖପାତ୍ର ପଦବୀ ପାଇଁ କଂଗ୍ରେସ ଚାହୁଁଛି ଯୋଗ୍ୟ ପ୍ରାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ମୋଦି କାଳରେ କଂଗ୍ରେସର ରାଜନୈତିକ ସୂଚକାଙ୍କ ଗଲା ୭ ବର୍ଷରେ ଢେର ତଳକୁ ଖସି ଯାଇଛି । ୨୦୧୪ ପରଠାରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଇ ଚାଲିଛି କଂଗ୍ରେସ । ୨୦୧୭ରେ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରି କଂଗ୍ରସ ଉତ୍ତର ପ୍ରଦେଶରେ କ୍ଷମତା ଦଖଲ କରିବା ସ୍ୱପ୍ନ ଦେଖିଥିଲା । କିନ୍ତୁ କ୍ଷମତାକୁ
Read More...
Close Bitnami banner
Bitnami