RBI

repo rate, rbi, emi, bank loans, home loan, car loan, reserve bank of india, indian banks, rbi news, odia blog, rising odisha

ଆପଣଙ୍କ EMI ବଢିଯିବ ସତ କିନ୍ତୁ ଦର କମିଲେ ପକେଟ୍ ଭରିବ

କିଛିଦିନ ଧରି ଚାପା ସ୍ୱରରେ ଏନେଇ ଆଲୋଚନା ହେଉଥିଲା । ରେପୋ ରେଟ୍ ବଢିବ ବୋଲି ଆଲୋଚନା ହେଉଥିଲା । ଆଉ ବୁଧବାର ଦିନ ଏହି ଆଶଙ୍କା ସତ ହୋଇଛି । ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ରେପୋ ରେଟରେ ୦.୪୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି । ରେପୋ ରେଟ୍ ହେଉଛି ସେହି ସୁଧ ହାର ଯେଉଁ ହାରରେ ଆପଣଙ୍କ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କଠାରୁ ଟଙ୍କା ନେଇଥାଏ । କରୋନା ପରେ ରିଜର୍ଭ ବ୍ୟାଙ୍କ …

ଆପଣଙ୍କ EMI ବଢିଯିବ ସତ କିନ୍ତୁ ଦର କମିଲେ ପକେଟ୍ ଭରିବ Read More »

printing money, currency, reserve bank, RBI, reserve bank of india, one rupee note printing cost, 2000 rupee note printing cost, rising odisha

୨ ହଜାର ଟଙ୍କା ଛାପିବାରେ ଯେତିକି ଖର୍ଚ୍ଚ ହୁଏ ତା’ଠାରୁ ଅଧିକ ଏକ ଟଙ୍କିଆ ମୁଦ୍ରା ତିଆରିରେ ଖର୍ଚ୍ଚ କରେ ରିଜର୍ଭ ବ୍ୟାଙ୍କ

ଭାରତରେ ଟଙ୍କା ଛାପିବାର ଅଧିକାର କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ହିଁ ରହିଛି । କେବଳ ୧ ଟଙ୍କିଆ ନୋଟକୁ ଛାଡିଦେଲେ ବାକି ସମସ୍ତ ନୋଟ ଆରବିଆଇ ହିଁ ମୁଦ୍ରଣ କରନ୍ତି। ୧ ଟଙ୍କିଆ ନୋଟକୁ ଅର୍ଥମନ୍ତ୍ରାଳୟ ମୁଦ୍ରଣ କରିଥାନ୍ତି । ଅନ୍ୟ ସବୁ ନୋଟରେ ଆରବିଆଇ ଗଭର୍ଣ୍ଣରଙ୍କ ହସ୍ତାକ୍ଷର ଥିବାବେଳେ ୧ ଟଙ୍କିଆ ନୋଟରେ ଅର୍ଥମନ୍ତ୍ରାଳୟ ସଚିବଙ୍କ ହସ୍ତାକ୍ଷର ରହିଥାଏ। କେବଳ ନୋଟ ନୁହେଁ ଆରବିଆଇ ସାରା ଦେଶରେ ମୁଦ୍ରା ମଧ୍ୟ ଯୋଗାଣ କରିଥାନ୍ତି। …

୨ ହଜାର ଟଙ୍କା ଛାପିବାରେ ଯେତିକି ଖର୍ଚ୍ଚ ହୁଏ ତା’ଠାରୁ ଅଧିକ ଏକ ଟଙ୍କିଆ ମୁଦ୍ରା ତିଆରିରେ ଖର୍ଚ୍ଚ କରେ ରିଜର୍ଭ ବ୍ୟାଙ୍କ Read More »

RBI, reserve bank of India, gold reserve, finance minister, MP Anil Desai, rajya sabha, rising odisha

ରିଜର୍ଭ ବ୍ୟାଙ୍କ୍ ପାଖରେ ମୋଟ କେତେ ସୁନା ଅଛି ? କ’ଣ ପାଇଁ RBI ସୁନା ଗଛିତ ରଖେ, ଜାଣନ୍ତୁ

ଗତ ୨୦ ବର୍ଷ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ମୋଟ ଗଛିତ ସ୍ୱର୍ଣ୍ଣ ବା ରିଜର୍ଭ ଗୋଲ୍ଡ ୧୨ଗୁଣରୁ ଅଧିକ ବଢିଛି । ରାଜ୍ୟସଭାରେ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । କେନ୍ଦ୍ର ସରକାର ବୈଦେଶିକ ମୁଦ୍ରା ରିଜର୍ଭ ଭାବେ ଗୋଲ୍ଡ୍ ରିଜର୍ଭ ରଖିଥାନ୍ତି । ଗୋଲ୍ଡ ରିଜର୍ଭର ଦେଖାଶୁଣା ଓ ପ୍ରବନ୍ଧନ ଆଦି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଦାୟିତ୍ୱ ହୋଇଥାଏ । ସଂକଟ କାଳରେ ସୁରକ୍ଷା ଓ ଲିକ୍ୱିଡିଟି ଦୃଷ୍ଟିରୁ ମଧ୍ୟ …

ରିଜର୍ଭ ବ୍ୟାଙ୍କ୍ ପାଖରେ ମୋଟ କେତେ ସୁନା ଅଛି ? କ’ଣ ପାଇଁ RBI ସୁନା ଗଛିତ ରଖେ, ଜାଣନ୍ତୁ Read More »

master card, visa card, debit card, credit card, prepaid card, rbi, reserve bank of india, rising odisha

ମାଷ୍ଟରକାର୍ଡ୍ ଓ ଭିଜା କେମିତି କାମ କରନ୍ତି, ଜାଣନ୍ତୁ କେମିତି ଗ୍ରାହକଙ୍କଠାରୁ ହୁଏ ଆୟ

ମାଷ୍ଟରକାର୍ଡ୍ ଉପରେ ନିକଟରେ ରିଜର୍ଭ ବ୍ୟାଙ୍କ ପ୍ରତିବନ୍ଧକ ଲଗାଇଛି । ମାଷ୍ଚରକାର୍ଡ୍ ଓ ଭିଜା ହେଉଛନ୍ତି ଭାରତରେ ଦେଣନେଣର ମୁଖ୍ୟ ସ୍ରୋତ । ଆପଣ ନିଜ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ୍ ଦେଖନ୍ତୁ, ସେଥିରେ ଭିଜା କିମ୍ବା ମାଷ୍ଚରକାର୍ଡ୍ ଲେଖା ହୋଇଥିବା ଦେଖିବେ । ଏହାକୁ ଦେଖି ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ, ପ୍ରାୟ ସବୁ ବ୍ୟାଙ୍କର କାର୍ଡରେ ଏହି ଦୁଇ କମ୍ପାନୀଙ୍କ ଲୋଗୋ କାହିଁକି ଦେଖିବାକୁ ମିଳେ ଓ ଏହି ଦୁଇ କମ୍ପାନୀ କେମିତି …

ମାଷ୍ଟରକାର୍ଡ୍ ଓ ଭିଜା କେମିତି କାମ କରନ୍ତି, ଜାଣନ୍ତୁ କେମିତି ଗ୍ରାହକଙ୍କଠାରୁ ହୁଏ ଆୟ Read More »

Scroll to Top
Close Bitnami banner
Bitnami