ଫିଲ୍ମରୁ ୬ ମାସର ବିରତି ନେବେ ରଣବୀର
ମୁମ୍ବାଇ: ଫିଲ୍ମ ଦୁନିଆରୁ ୬ ମାସର ବିରତି ନେବେ ବଲିଉଡ଼ ଅଭିନେତା ରଣବୀର କପୁର । ଏପରି ନିଷ୍ପତ୍ତି ନେଇଛନ୍ତି ନିଜେ ରଣବୀର । ସେ ୬ମାସ ଧରି କୌଣସି ଫିଲ୍ମ ଓ ବିଜ୍ଞାପନ କରିବେ ନାହିଁ । ଏମିତି କି କୌଣସି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବେ ନାହିଁ ସ୍ପଷ୍ଟ ମନା କରି ଦେଇଛନ୍ତି । ଏବେ ସେ ୬ ମାସ ଧରି ପରିବାରକୁ ପୁରା ସମୟ ଦେବେ । ଖାସ୍କରି ତାଙ୍କ କୁନିଝିଅ …