rahul gandhi news

ରାଜ୍ୟସଭାରେ ୯୦ ତଳକୁ ଖସିଲା ବିଜେପି ସଭ୍ୟ ସଂଖ୍ୟା

ନୂଆଦିଲ୍ଲୀ : ରାଜ୍ୟସଭାରେ ବିଜେପିର ସଭ୍ୟସଂଖ୍ୟା ୯୦ ତଳକୁ ଖସି ଆସିଛି। ଚାରି ଜଣ ମନୋନୀତ ସଭ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାପରେ ବିଜେପିର ସଭ୍ୟସଂଖ୍ୟା ୮୬ ରହିଛି। କିନ୍ତୁ ଆଉ କିଛି ସପ୍ତାହ ମଧ୍ୟରେ ଖାଲି ପଡ଼ିଥିବା ଆସନରେ ନିର୍ବାଚନ ହେଲେ ବିଜେପି ପୁଣି ଏହାର ପୂର୍ବ ସ୍ଥିତିକୁ ଫେରିଆସିବ। ନିର୍ବାଚନରେ ବିଜେପି ଅତିକମ୍‌ରେ ୮ଟି ଆସନ ଜିତିବ ବୋଲି କୁହାଯାଉଛି। ୨୪୫ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ୧୯ଟି ଆସନ ଖାଲି ପଡ଼ିଥିବାରୁ ଏବେ ମୋଟ୍ ସଭ୍ୟସଂଖ୍ୟା …

ରାଜ୍ୟସଭାରେ ୯୦ ତଳକୁ ଖସିଲା ବିଜେପି ସଭ୍ୟ ସଂଖ୍ୟା Read More »

ରାସ୍ତାକଡ ଦୋକାନରେ ଦୋସା ପ୍ରସ୍ତୁତ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରଠାରୁ ରାଜନୈତିକ ଦଳମାନେ ସେମାନଙ୍କ ସପକ୍ଷରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବ୍ୟାପକ ଅଭିଯାନ ଚଳାଇଛନ୍ତି । ଜନସମ୍ପର୍କ ଏବଂ ନିର୍ବାଚନ ପ୍ରଚାର ମଧ୍ୟ ଏହି ଅଭିଯାନର ଏକ ଅଂଶ ପାଲଟିଛି । ନିର୍ବାଚନ ପ୍ରଚାର ପାଇଁ ତେଲେଙ୍ଗାନାରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେଠାରେ ତାଙ୍କର ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା । ରାହୁଲ ଗାନ୍ଧୀ ଏକ ରାସ୍ତାକଡ଼ ହୋଟେଲ୍‌ରେ ଦୋସା …

ରାସ୍ତାକଡ ଦୋକାନରେ ଦୋସା ପ୍ରସ୍ତୁତ କଲେ ରାହୁଲ ଗାନ୍ଧୀ Read More »

ଅଦାଲତରେ ପହଁଞ୍ଚିଲା ‘ନୁରୀ’ ବିବାଦ

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ପରେ ଏବେ ନୁରିକୁ ନେଇ ଫସିଛନ୍ତି ରାହୁଲ ଗାନ୍ଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମା ସୋନିଆଙ୍କୁ ଦେଇଥିବା କୁକୁର ଛୁଆକୁ ନେଇ ବିବାଦ । ଏହି ଛୁଆର ନାଁ ନୁରୀ ରଖିବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗ ଏବେ ଅଦାଲତରେ ପହଞ୍ଚିଛି । ୟୁପିର ପ୍ରୟାଗରାଜରେ ଜଣେ ବ୍ୟକ୍ତି ଏ ପ୍ରସଙ୍ଗକୁ ନେଇ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଆଇଏମଆଇଏମର ମୁଖପାତ୍ର ମହମ୍ମଦ ଫରହାନ ନୁରୀ …

ଅଦାଲତରେ ପହଁଞ୍ଚିଲା ‘ନୁରୀ’ ବିବାଦ Read More »

ସୋସିଆଲ ମିଡିଆରେ ଆର୍ଟିକିଲ ଲେଖିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିରନ୍ତର ଜନସମ୍ପର୍କରେ ନିୟୋଜିତ ରହିଛନ୍ତି । ବେଳେବେଳେ ସେ କ୍ଷେତରେ ଧାନ ରୋପଣ କରୁଥିବା ଚାଷୀଙ୍କ ସହିତ ଦେଖାଯାଉଛନ୍ତି ତ ଅନ୍ୟ କେତେବେଳେ ଟ୍ରକ ଡ୍ରାଇଭରମାନଙ୍କ ସହିତ ଯାତ୍ରା କରୁଛନ୍ତି ଏବଂ ସେମାନଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରୁଛନ୍ତି । ନିକଟରେ ସେ ଦିଲ୍ଲୀର ମୋଟର ମେକାନିକ୍ସଙ୍କୁ ଭେଟିଥିଲେ । ବର୍ତ୍ତମାନ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଏକ ଆର୍ଟିକିଲ ଶେୟାର କରିଛନ୍ତି, ଯାହା ଭାଇରାଲ ହେଉଛି । …

ସୋସିଆଲ ମିଡିଆରେ ଆର୍ଟିକିଲ ଲେଖିଲେ ରାହୁଲ Read More »

gandhi family status, congress news today, priyanka gandhi latest news, Odianews, RisingOdisha

କ୍ରୋଧରେ ଗାନ୍ଧି ପରିବାର,ପ୍ରିୟଙ୍କାଙ୍କ ଏହି ଚିତ୍ର କହୁଛି ବହୁତ କଥା

ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀ ନିଜ ଲୋକସଭା ସଦସ୍ୟତା ହରାଇଛନ୍ତି। ସଦସ୍ୟତା ହରାଇବା ପରେ ସେ ଶନିବାର ଦିନ କଂଗ୍ରେସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଯେଉଁଥିରେ ସେ ମୋଦି ସରକାର ଉପରେ ଜୋରଦାର ହମଲା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲଙ୍କ ଆକ୍ରମଣକୁ ନେଇ ଯେତିକି ଚର୍ଚ୍ଚା ସେତିକି ଆଲୋଚନା ହେଉଛି ପ୍ରିୟଙ୍କା ଗାନ୍ଧୀଙ୍କ ଚିତ୍ରକୁ ନେଇ। ଚିତ୍ରରେ ପ୍ରିୟଙ୍କାକୁ କ୍ରୋଧମୁଦ୍ରାରେ ଦେଖିବାକୁ ମିଳୁଛି। ତେବେ ତା ଆଗରୁ ଜାଣିନେବା ରାହୁଲ କଣ କହି …

କ୍ରୋଧରେ ଗାନ୍ଧି ପରିବାର,ପ୍ରିୟଙ୍କାଙ୍କ ଏହି ଚିତ୍ର କହୁଛି ବହୁତ କଥା Read More »

RSS
Follow by Email
Scroll to Top
Close Bitnami banner
Bitnami