ଏହି ଫଣ୍ଡ୍ ରିଲିଜ୍ ଅର୍ଡରଠାରୁ ରୁହନ୍ତୁ ସାବଧାନ, ନହେଲେ ଆକାଉଣ୍ଟ ହୋଇଯିବ ଖାଲି
ସୋସିଆଲ ମିଡିଆରେ ଏକ ଜାଲି ପତ୍ର ଏବେ ଭାଇରାଲ ହେଉଛି । ଏହି ପତ୍ରକୁ ଫଣ୍ଡ୍ ରିଲିଜ୍ ଅର୍ଡର ବୋଲି କୁହାଯାଉଛି । କୁହାଯାଉଛି ଯେ, ଏହାକୁ ରିଜର୍ଭ ବ୍ୟାଙ୍କ୍ ଜାରି କରିଛି । ଏଥିରେ କୁହାଯାଇଛି ଯେ, ରିଜର୍ଭ ବ୍ୟାଙ୍କ ଏହି ଫଣ୍ଡ୍ ରିଲିଜ୍ ଅର୍ଡର ବଦଳରେ ଲାଭାର୍ଥୀଙ୍କଠାରୁ ୩୪ ହଜାର ୫ଶହ ଟଙ୍କା ଚାହୁଁଛନ୍ତି । ଏହା ଗୋଟିଏ ପ୍ରକାର ଲଟେରି ଫଣ୍ଡ୍ ଯେଉଁଥିପାଇଁ ହିତାଧିକାରୀଙ୍କଠାରୁ ଟଙ୍କା ମଗା ଯାଉଛି । ତେବେ ସରକାର …
ଏହି ଫଣ୍ଡ୍ ରିଲିଜ୍ ଅର୍ଡରଠାରୁ ରୁହନ୍ତୁ ସାବଧାନ, ନହେଲେ ଆକାଉଣ୍ଟ ହୋଇଯିବ ଖାଲି Read More »