ଆଜି ପ୍ରଥମାଷ୍ଟମୀ : ପୋଢୁଆଁ ହେଲେ ବଡ଼ଠାକୁର

ପୁରୀ : ପ୍ରଥମାଷ୍ଟମୀରେ ପୋଢୁଆଁ ହେଲେ ବଡ଼ଦେଉଳର ବଡ଼ଠାକୁର । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ମଙ୍ଗଳବାର ଭୋଗମଣ୍ଡପ ବଢିବା ପରେ ତିନିବାଡ଼ରେ ମଇଲମ କରାଯାଇ ମହାସ୍ନାନ କରାଯାଇଛି । ଏହାପରେ ଠାକୁରଙ୍କୁ ନୂଆ ଲୁଗା ଲାଗି କରାଯାଇଥିଲା । ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ନିଆଳୀ ମାଧବଙ୍କ ପୀଠରୁ ଗତ ଚାରିବର୍ଷ ହେବ ପୋଢୁଆଁ ଭାର ଆସୁଛି । ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଭକ୍ତଙ୍କ …

ଆଜି ପ୍ରଥମାଷ୍ଟମୀ : ପୋଢୁଆଁ ହେଲେ ବଡ଼ଠାକୁର Read More »