ଦିନେ ପକ୍ଷଛେଦନ କରିଥିଲେ, ଏଇନା ସାହାଯ୍ୟ ମାଗୁଛନ୍ତି
ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ନିଜ ସ୍ଥିତିକୁ ସୁହାଇବା ଲକ୍ଷ୍ୟରେ କେନ୍ଦ୍ରର ହେଭିୱେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱୟଂ ସେବକ ସଂଘର ପ୍ରଭାବଶାଳୀ ପଦଧିକାରୀ ତଥା ଏକଦା ଓଡ଼ିଶା ବିଜେପିର ହର୍ତ୍ତାକର୍ତ୍ତା ଥିବା ଦଳର ପୂର୍ବତନ ସଂଗଠନ ସଂପାଦକ ପ୍ରସନ୍ନ ମିଶ୍ରଙ୍କ ଶରଣରେ ପଶିଥିବା ବିଶ୍ୱସ୍ତ ସୂତ୍ର କହୁଛି । ରାଜ୍ୟ ସଂଘ ପରିବାର ସଂପର୍କରେ ଖବର ରଖୁଥିବା ମହଲରେ ପ୍ରସନ୍ନ ମିଶ୍ର ଏକ ଜଣାଶୁଣା ନାଁ । ୨୦୦୦ ମସିହାରେ ରାଜ୍ୟରେ ମେଣ୍ଟ ସରକାର ଥିବାବେଳେ ଢେର …