ଭବିଷ୍ୟତର ପୃଥିବୀ : ୨୦୪୧ରେ ଏମିତି ବଦଳି ଯାଇଥିବ ଦୁନିଆ, ଡାକ୍ତରଙ୍କ ବଦଳରେ ମେସିନ୍ ଦେଖୁଥିବ ରୋଗୀ !
ଭବିଷ୍ୟତ କେମିତି ରହିବ ? ଭବିଷ୍ୟତକୁ ନେଇ ମଣିଷ ସବୁ ଯୁଗରେ ଆଗ୍ରହୀ ରହିଛି । ଭବିଷ୍ୟତକୁ ଦେଖିବାର ଇଛାରୁ ହିଁ ଜନ୍ମ ନେଇଛି କେତେ ପୁରାଣ କାହାଣୀ । ପୁଣି ସେଇ ଇଛାରୁ ଜନ୍ମ ନେଇଛି କଳ୍ପ ବିଜ୍ଞାନ ଉପନ୍ୟାସ ବା ସାଇନ୍ସ ଫିକ୍ସନ । ଆପଣ ଯଦି ହଲିଉଡ୍ ଫିଲ୍ମର ଫ୍ୟାନ୍ ହୋଇଥିବେ ତେବେ ନିଶ୍ଚିତ ଭାବେ ଏମିତି ଅତିକମରେ ଗୋଟିଏ ଫିଲ୍ମ ଦେଖିଥିବେ ଯେଉଁଥିରେ ଭବିଷ୍ୟତ ପୃଥିବୀ କଥା କୁହାଯାଇଥିବ । ଟର୍ମିନେଟର …
ଭବିଷ୍ୟତର ପୃଥିବୀ : ୨୦୪୧ରେ ଏମିତି ବଦଳି ଯାଇଥିବ ଦୁନିଆ, ଡାକ୍ତରଙ୍କ ବଦଳରେ ମେସିନ୍ ଦେଖୁଥିବ ରୋଗୀ ! Read More »