pakistan

ପାକିସ୍ତାନରେ ମାତିଛି ଅଜ୍ଞାତ ଆତତାୟୀ , ଆତଙ୍କରେ ଆତଙ୍କର ଦେଶ

ପାକିସ୍ତାନରେ ଅଜ୍ଞାତ ଆତତାୟୀ ପୁଣି ଦେଖାଇଛି କାରନାମା । ଏଥର ଅଜ୍ଞାତ ଆତତାୟୀର ଶିକାର ହୋଇଛି ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାଷ୍ଟରାମାଇଣ୍ଡ୍ ଜୈଶ ଏ ମହମ୍ମଦର ମୌଲାନ ରହୀମୁଲ୍ଲା ତାରିକ । ତାରିକକୁ କରାଚିରେ ହତ୍ୟା କରାଯାଇଛି । ଜନଗହଳି ପୂର୍ଣ୍ଣ ଅଂଚଳରେ ତାରିକ ଉପରେ ହୋଇଥିବା ଆକ୍ରମଣ ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୋଟିଏ ସପ୍ତାହ ମଧ୍ୟରେ ପାକ୍ ଆତଙ୍କବାଦୀଙ୍କ ଉପରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ । ଏହାପୂର୍ବରୁ ଲଶ୍କର-ଏ-ତାଇବା ଆତଙ୍କବାଦୀ …

ପାକିସ୍ତାନରେ ମାତିଛି ଅଜ୍ଞାତ ଆତତାୟୀ , ଆତଙ୍କରେ ଆତଙ୍କର ଦେଶ Read More »

pak pm, imran khan, indian missile attack on pakistan, indian missile hit pak, odia blog, rising odisha

ପାକିସ୍ତାନରେ ଭାରତୀୟ କ୍ଷେପଣାସ୍ତ୍ର : ଇସଲାମାବାଦ ମିଳିତ ଯାଂଚ ପାଇଁ କଲା ଦାବି

ଭୂଲବଶତଃ ପାକିସ୍ତାନରେ ପଡିଥିବା ଭାରତୀୟ କ୍ଷେପଣାସ୍ତ୍ରକୁ ନେଇ ଇସଲାମାବାଦ ତରଫରୁ କଠୋର ପ୍ରତିକ୍ରିୟା ଆସିଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ଏନେଇ ଦୁଃଖପ୍ରକାଶ କରାଯାଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ସହଜରେ ନେଇ ନାହିଁ । ପାକିସ୍ତାନ ଏହି ଘଟଣାର ମିଳିତ ଯାଂଚ ପାଇଁ ଦାବି କରିଛି । ଏହା ସହିତ ପାକିସ୍ତାନ ପଚାରିଛି ଯେ, ତା’ ସୀମା ଭିତରେ ପଡିଥିବା ଭାରତୀୟ କ୍ଷେପଣାସ୍ତ୍ର କେଉଁ ଶ୍ରେଣୀର । ସୂଚନାଯୋଗ୍ୟ ଯେ, ଏକ କ୍ଷେପଣାସ୍ତ୍ର ଭୁଲବଶଃତ ପାକିସ୍ତାନ …

ପାକିସ୍ତାନରେ ଭାରତୀୟ କ୍ଷେପଣାସ୍ତ୍ର : ଇସଲାମାବାଦ ମିଳିତ ଯାଂଚ ପାଇଁ କଲା ଦାବି Read More »

imran khan, pakistan prime minister, taliban spokesperson, Taliban Commander General Mubeen, tehreek-e-taliban, puppet, imran khan, rising odisha

ଯାହା ପାଇଁ ଇମ୍ରାନ ଓକିଲାତି କରୁଛନ୍ତି, ସେମାନେ ତାଙ୍କୁ କହିଲେ ‘କଣ୍ଢେଇ’ !

ତାଲିବାନ ଫେରିବାକୁ ନେଇ ଯଦି ସବୁଠାରୁ କିଏ ଅଧିକା ଖୁସି ଥିଲା ଓ ଅଛି ତେବେ ସେଇ ଦେଶ ହେଉଛି ପାକିସ୍ତାନ । କାରଣ ଆଫଗାନିସ୍ତାନରେ ତାଲିବାନ ଅର୍ଥ ପାକିସ୍ତାନକୁ ତା’ର ଆତଙ୍କ ଫ୍ୟାକ୍ଟ୍ରି ପାଇଁ ଆଫଗାନିସ୍ତାନ ଭଳି ଉର୍ବର ମାଟି ମିଳିବା । ତେଣୁ ପାକିସ୍ତାନ ବିଶ୍ୱ ସମ୍ପ୍ରଦାୟକୁ ତୁରନ୍ତ ତାଲିବାନ ସରକାରକୁ ମାନ୍ୟତା ଦେବାକୁ ବାରମ୍ବାର କହୁଛି । ତାଲିବାନ ମଧ୍ୟ ଆଫଗାନୀ ତେଣୁ ତାଙ୍କ ସରକାରକୁ ବିଶ୍ୱ ସମ୍ପ୍ରଦାୟ ମାନ୍ୟତା ଦେଉ ବୋଲି …

ଯାହା ପାଇଁ ଇମ୍ରାନ ଓକିଲାତି କରୁଛନ୍ତି, ସେମାନେ ତାଙ୍କୁ କହିଲେ ‘କଣ୍ଢେଇ’ ! Read More »

china, pakistan, war, pakistan china, tanks, agreements, rising odisha

ପାକିସ୍ତାନୀ ଟ୍ୟାଙ୍କକୁ ଖରାପ କରିଦେଲା ଚୀନ୍ ? ଦୁଇ ବନ୍ଧୁଙ୍କ ମଧ୍ୟରେ ଆରମ୍ଭ ହେଲା ଝଗଡା

ଚୀନ ଓ ପାକିସ୍ତାନ, ସବୁ ପାଗର ବନ୍ଧୁ । ଏକଥା ଚୀନ ନେତାଙ୍କ ମୁହଁରୁ କମ ପାକିସ୍ତାନୀ ନେତାଙ୍କ ମୁହଁରୁ ଅଧିକ ଶୁଣିବାକୁ ମିଳିଥାଏ । ଏବେ କିନ୍ତୁ ସେଇ ଦୁଇ ସବୁ ପାଗର ବନ୍ଧୁଙ୍କ ମଧ୍ୟରେ ଗୋଟିଏ ଛୋଟିଆ କଥାକୁ ନେଇ ଝଗଡା ଆରମ୍ଭ ହୋଇଯାଇଛି । ପାକିସ୍ତାନର ଅଭିଯୋଗ ଯେ, ଚୀନ ସେମାନଙ୍କ ଟ୍ୟାଙ୍କକୁ ଖରାପ କରିଦେଇଛି । ଚୀନ ଭାଇଙ୍କ ଉତ୍ତର ହେଉଛି ପାକିସ୍ତାନୀ ବେସି ମୁଲଚାଲ କରୁଛନ୍ତି । ଦୁଇ ସବୁ …

ପାକିସ୍ତାନୀ ଟ୍ୟାଙ୍କକୁ ଖରାପ କରିଦେଲା ଚୀନ୍ ? ଦୁଇ ବନ୍ଧୁଙ୍କ ମଧ୍ୟରେ ଆରମ୍ଭ ହେଲା ଝଗଡା Read More »

Cricket, cricket at olympics, 1896 olympics, paris olympics, france vs england, france and britain, st louis olympics, ICC, Indian cricket, cricket history at olympics, rising odisha

ଆଗରୁ ତିନିଥର ଅଲମ୍ପିକ୍ସରେ ସାମିଲ ହୋଇଥିଲା କ୍ରିକେଟ୍ କିନ୍ତୁ ଦୁଇଥର ଖେଳିବାକୁ ଆସିନଥିଲେ ଟିମ୍

ICC ବା ଇଣ୍ଟରନ୍ୟାସନାଲ କ୍ରିକେଟ୍ କମିଟି ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଉଦ୍ୟମ କରିବ ବୋଲି ଘୋଷଣା କରିଛି । ୨୦୨୮ ଲସଏଞ୍ଜଲେସ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଆଇସିସି ଉଦ୍ୟମ କରିବ । ଭାରତ ଭଳି ଦେଶରେ କ୍ରିକେଟ କାହିଁକି ଅଲମ୍ପିକ୍ସରେ ସାମିଲ ନାହିଁ ବୋଲି ଅନେକ ସମୟରେ ପ୍ରଶ୍ନ ଉଠେ । ୨୦୨୮ରେ କ୍ରିକେଟକୁ ସାମିଲ କରିବା ପାଇଁ ଆଇସିସିର ଉଦ୍ୟମ ନିଶ୍ଚିତ ଭାବେ ଭାରତୀୟ ଉପମହାଦେଶ ପାଇଁ ଖୁସି ଖବର । କାରଣ …

ଆଗରୁ ତିନିଥର ଅଲମ୍ପିକ୍ସରେ ସାମିଲ ହୋଇଥିଲା କ୍ରିକେଟ୍ କିନ୍ତୁ ଦୁଇଥର ଖେଳିବାକୁ ଆସିନଥିଲେ ଟିମ୍ Read More »

Pok, Pakistan occupied kashmir, elections in PoK, islamabad elections, kashmir, imran khan, pakistan prime minister, Indian army, rising odisha

କାଶ୍ମୀରଠାରୁ ଆକାରରେ ତିନିଗୁଣ ବଡ଼ ଅଂଚଳ ଉପରେ ଅଛି ପାକିସ୍ତାନର କବଜା, ଯେଉଁଠି ନିକଟରେ ଇସଲାମାବାଦ କରାଇଛି ବେଆଇନ୍ ନିର୍ବାଚନ

ନୂଆଦିଲ୍ଲୀ: ନିକଟରେ ପାକ୍ ଅଧିକୃତ କାଶ୍ମୀରରେ ପାକିସ୍ତାନ ନିର୍ବାଚନ କରାଇଛି । ଏହି ନିର୍ବାଚନରେ ଇମ୍ରାନଙ୍କ ଦଳ ବ୍ୟାପକ ଅନିୟମିତତା କରିଥିବା ବିରୋଧୀଙ୍କ ଅଭିଯୋଗ । ତେବେ ଏହି ଅଂଚଳ ଯାହାକୁ ଭାରତ ପାକ୍ ଅଧିକୃତ ଓ ପାକିସ୍ତାନ ଆଜାଦ୍ କାଶ୍ମୀର ବୋଲି କୁହେ, ତାହା ଆକାରରେ ଭାରତୀୟ କାଶ୍ମୀରଠାରୁ ତିନି ଗୁଣ ବଡ । ସାମ୍ବିଧାନିକ ଭାବେ ପାକ୍ ଅଧିକୃତ କାଶ୍ମୀର ଭାରତୀୟ ଅଂଚଳ । କିନ୍ତୁ ୧୯୪୮ ମସିହାର ଯୁଦ୍ଧ ପରଠାରୁ ଏହା ପାକିସ୍ତାନ …

କାଶ୍ମୀରଠାରୁ ଆକାରରେ ତିନିଗୁଣ ବଡ଼ ଅଂଚଳ ଉପରେ ଅଛି ପାକିସ୍ତାନର କବଜା, ଯେଉଁଠି ନିକଟରେ ଇସଲାମାବାଦ କରାଇଛି ବେଆଇନ୍ ନିର୍ବାଚନ Read More »

pakistan, pakistan army, pakistan general, biggest land grabber, richest pakistan army, rising odisha

ପାକିସ୍ତାନର ସବୁଠୁ ବଡ କର୍ପୋରେଟ୍ ହାଉସ୍ ହେଉଛି ପାକ୍ ସେନା ! ସେନା ପାଖରେ ଅଛି ସବୁଠାରୁ ଅଧିକ ଜମି

ପଶ୍ଚିମ ଏସିଆରେ ଗୋଟିଏ ଦେଶ ଅଛି । ଦେଶର ନାମ ହେଉଛି ଲେବାନନ । ୧୯୮୦ରୁ ଏହି ଦେଶରେ ଗୃହଯୁଦ୍ଧ ଚାଲିଛି । ଯୁଦ୍ଧ ଭିତରେ ଲେବାନନ ଅର୍ଥନୀତି ଭୁସୁଡି ପଡିଛି । ଯାହାର ପ୍ରଭାବ ଲେବାନନ୍ ସେନା ଉପରେ ମଧ୍ୟ ପଡିଛି । ଲେବାନନ ସେନା ଅର୍ଥାଭାବ କାରଣରୁ ଏବେ ଆୟର ନୂଆ ସ୍ରୋତ ଖୋଜୁଛି । ଏହି କ୍ରମରେ ଲେବାନନ ସେନା ଏବେ ନିଜ ହେଲିକପ୍ଟରରେ ବେସାମରିକ ନାଗରିକଙ୍କୁ ଭଡାର ନେଉଛି । ସେନା …

ପାକିସ୍ତାନର ସବୁଠୁ ବଡ କର୍ପୋରେଟ୍ ହାଉସ୍ ହେଉଛି ପାକ୍ ସେନା ! ସେନା ପାଖରେ ଅଛି ସବୁଠାରୁ ଅଧିକ ଜମି Read More »

milkha singh, flying sikh, rising odisha milkha singh blog, rising odisha tribute

ଅଫେରା ରାଇଜ ରେ FLYING ଶିଖ୍‌

ଯେବେ ସିଏ ଦୌଡିବା ଆରମ୍ଭ କରୁଥିଲେ ସବୁକିଛି ରହିଯାଉଥିଲା ପଛରେ, running track ଠାରୁ ଆରମ୍ଭ କରି ଷ୍ଟାଡିୟମ ରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ତାଙ୍କ ଆଗମନରେ ହୋଇପଡୁଥିଲେ ଊସ୍ଛାହିତ, ସାରା ବିଶ୍ୱ ଅପେକ୍ଷା କରୁଥିଲା ଆଉ ଏକ ନୂଆ ରେକର୍ଡ କୁ  ଆଂଜ୍ଞା ହଁ ଆମେ ସେଇ ରେକର୍ଡ ବ୍ରେକର flying ଶିଖ ଙ୍କ ବିଷୟରେ କହୁଚୁ ଯିଏ କି ଗୋଟିଏ ପରେ ଗୋଟିଏ ରେକର୍ଡ ବ୍ରେକ କରି ଶତ୍ରୁ ର ମୁହଁ ରୁ  …

ଅଫେରା ରାଇଜ ରେ FLYING ଶିଖ୍‌ Read More »

Scroll to Top
Close Bitnami banner
Bitnami