pakistan, sialkot bomb blast, pakistan air base, odia blog, rising odisha

ନିଜ କ୍ଷେପଣାସ୍ତ୍ର ମାଡ଼ରେ ଉଡିଗଲା ପାକିସ୍ତାନୀ ସେନା ବେସ୍ ?

ପାକିସ୍ତାନର ସିଆଲକୋଟରେ ରବିବାର ଦିନ ଦି’ପହର ସମୟରେ ସେନା କ୍ୟାଣ୍ଟନମେଣ୍ଟରେ ସିରିଜ୍ ବିସ୍ଫୋରଣ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ପାକ୍ ସେନାର ଶସ୍ତ୍ର ଗୋଦାମ ଘରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ସେନା ଘାଟିରେ ନିଆଁ ଲାଗିଯାଇଥିଲା । ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ସରକାରୀ ଭାବେ କିମ୍ବା ସେନା ପକ୍ଷରୁ ବିସ୍ଫୋରଣର ସଠିକ କାରଣ ବାବଦରେ ଏପର୍ଯ୍ୟନ୍ତ କିଛି କୁହାଯାଇ ନଥିବା ବେଳେ କିଛି ପ୍ରତ୍ୟକ୍ଷଦର୍ଶୀ ଦାବି କରୁଛନ୍ତି …

ନିଜ କ୍ଷେପଣାସ୍ତ୍ର ମାଡ଼ରେ ଉଡିଗଲା ପାକିସ୍ତାନୀ ସେନା ବେସ୍ ? Read More »