Browsing Tag

pakistan pm imran khan

ପୁଟିନଙ୍କୁ ଭେଟିବେ ଇମ୍ରାନ୍, ପାକିସ୍ତାନ ନିକଟତର ହେଉଛି କି ‘ଭାରତର ବନ୍ଧୁ’ ଋଷ

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଋଷ ଗସ୍ତରେ ଯାଉଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବେ ଇମ୍ରାନ । ଏମିତିର ପ୍ରଶ୍ନ ଉଠିଲାଣି ଯେ, ଋଷ-ଚୀନ ମଧ୍ୟରେ ବନ୍ଧୁତାର ନୂଆ ଅଧ୍ୟାୟ ୟୁକ୍ରେନକୁ ନେଇ ଆରମ୍ଭ ହୋଇଥିବା ବେଳେ ପାକିସ୍ତାନକୁ ନେଇ ଋଷର ମନ ବଦଳିଲାଣି କି ?
Read More...
Close Bitnami banner
Bitnami