pakistan economic crisis 2023

pakistan economic crisis 2023, pakistan army parade, pakistan national parade, odia blog, rising odisha

ତେଲ ନାହିଁ,ନ୍ୟାସନାଲ ଡେ’ ପ୍ୟାରେଡରେ ଗଡ଼ିବନି ପାକ୍ ସେନା ଗାଡି଼

ପାକିସ୍ତାନରେ ଆର୍ଥିକ ସଂକଟ ଗମ୍ଭୀର ଥିବା କଥା ସମସ୍ତେ ଜାଣିଛନ୍ତି । ଅଟା,ଗ୍ୟାସ,ଟମାଟୋ ଦର ଆକାଶ ଛୁଆଁ ହୋଇ ଲୋକଙ୍କ ରୋଷେଇ ଘରୁ ଉଭାନ ହୋଇ ଯାଇଛି । ଆର୍ଥିକ ସଂକଟ କାରଣରୁ ଖାଲି ସାଧାରଣ ପାକିସ୍ତାନୀ ନାଗରିକ ହନ୍ତସନ୍ତ ହେଉଛନ୍ତି ତା’ନୁହେଁ ଏହାର ପ୍ରଭାବରେ ପାକିସ୍ତାନୀ ସରକାର ମଧ୍ୟ ଖର୍ଚ୍ଚ କାଟ କରିବାକୁ ବାଧ୍ୟ ହୋଇଛନ୍ତି । ଦେଶରେ ପେଟ୍ରୋଲ ରେଟ୍ ତ’ ଆଗରୁ ମହଙ୍ଗା ଥିଲା ଏବେ ଟଙ୍କା ଦେଲେ ମଧ୍ୟ ପେଟ୍ରୋଲ ମିଳୁନି …

ତେଲ ନାହିଁ,ନ୍ୟାସନାଲ ଡେ’ ପ୍ୟାରେଡରେ ଗଡ଼ିବନି ପାକ୍ ସେନା ଗାଡି଼ Read More »

pakistan luxury cars, pakistan economic crisis 2023, pakistan latest update news, odiablog, risingodisha

ଘରେ ଅଟା ନାହିଁ,ପାକିସ୍ତାନ ଆମଦାନୀ କରୁଛି ଲଗଜରି କାର

ପାକିସ୍ତାନ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି । ଦେଶ ଚଳାଇବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ । କର୍ମଚାରୀଙ୍କୁ ଦରମା ଦେଇ ପାରୁନାହାନ୍ତି ସରକାର । ଦେଶର ଅନେକ ରାଜ୍ୟରେ ବିଜୁଳି ନାହିଁ । ରାସ୍ତାରେ ଲୋକେ ଅଟା ପାଇଁ ପିଟାପିଟି ହେଉଛନ୍ତି । କିନ୍ତୁ ପାକିସ୍ତାନୀଙ୍କ ସୌକ କମିନି । ସୌକ ଏତେ ଯେ, ଲୋନ୍ ପାଇଁ ଦେଶ ଦେଶ ବୁଲୁଥିବା ପାକିସ୍ତାନୀ ସରକାର ଲଗଜରି କାର ଆମଦାନୀକୁ ଗ୍ରୀନ୍ ସିଗନାଲ …

ଘରେ ଅଟା ନାହିଁ,ପାକିସ୍ତାନ ଆମଦାନୀ କରୁଛି ଲଗଜରି କାର Read More »

pakistan crisis 2023, pakistan economic condition' pakistan economic future, odiablog,risingodisha

ଆଉ ସାତ ଦିନ ପରେ ପାକିସ୍ତାନର ଖେଳ ଖତମ,କାହିଁକି ଏମିତି କହିଲେ ପାକ୍ ବ୍ୟବସାୟୀ

ପାକିସ୍ତାନରେ ଜାରି ରହିଛି ଅର୍ଥନୈତିକ ସଂକଟ । ବିଦେଶରୁ ଋଣ ଆଣି ପାକିସ୍ତାନୀ ସରକାର ନିଜ ଅର୍ଥବ୍ୟବସ୍ଥା ସଜାଡିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ବିଦେଶୀ ରାଷ୍ଟ୍ର ପାକିସ୍ତାନକୁ ଅଧିକ ଅର୍ଥ ଋଣ ଦେବାକୁ ସହଜରେ ପ୍ରସ୍ତୁତ ହେଉନାହାନ୍ତି । ପାକିସ୍ତାନର ବଡ଼ବଡ଼ ସହର ସମେତ ୨୨ ଟି ଜିଲ୍ଲା ଅନ୍ଧାର ହୋଇଯାଇଛି । କାରଣ ବିଦ୍ୟୁତ କମ୍ପାନୀଙ୍କ ପାଖରେ କୋଇଲା ନାହିଁ । କୋଇଲା ଏଥିପାଇଁ ନାହିଁ ଯେ, କୋଇଲା କିଣିବା ପାଇଁ ଟଙ୍କା ଖାଲି …

ଆଉ ସାତ ଦିନ ପରେ ପାକିସ୍ତାନର ଖେଳ ଖତମ,କାହିଁକି ଏମିତି କହିଲେ ପାକ୍ ବ୍ୟବସାୟୀ Read More »

Scroll to Top
Close Bitnami banner
Bitnami