oscar award history, oscars 2022, odia blog, rising odisha

ଓସ୍କାର ଫିଲ୍ମ ପୁରସ୍କାରର ଇତିହାସ : କିଏ ଓ କେବେ ପାଇଥିଲେ ପ୍ରଥମ ଓସ୍କାର ?

ଘୋଷଣା ହୋଇଛି ବହୁ ପ୍ରତିକ୍ଷିତ ଏକାଡେମୀ ଆୱାର୍ଡ ତଥା ୯୪ ତମ ଓସ୍କାର ଆୱାର୍ଡ। ଚଳିତ ଓସ୍କାର ସମାରୋହରେ ଦେଖିବାକୁ ମିଳିଛି ‘ଡ୍ୟୁନ’ର ଜଲୱା । ୨୦୨୨ର ଓସ୍କାର ପୁରସ୍କାରରେ ବାଜି ମାରିଛି ‘ଡ୍ୟୁନ’। ସମସ୍ତଙ୍କୁ ପଛରେ ପକାଇ ଏହି ଫିଲ୍ମ ହାତେଇଛି ୬ଟି ଆୱାର୍ଡ। ଶ୍ରେଷ୍ଠ ଭିଜୁଆଲ ଇଫେକ୍ଟ, ଶ୍ରେଷ୍ଠ ସାଉଣ୍ଡ, ଶ୍ରେଷ୍ଠ ପ୍ରଡକସନ ଡିଜାଇନ, ଶ୍ରେଷ୍ଠ ଏଡିଟିଂ, ଶ୍ରେଷ୍ଠ ସିନେମାଟୋଗ୍ରାଫି ଓ ଅରିଜିନାଲ ସ୍କୋର୍ ଲାଗି ଡ୍ୟୁନ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି । …

ଓସ୍କାର ଫିଲ୍ମ ପୁରସ୍କାରର ଇତିହାସ : କିଏ ଓ କେବେ ପାଇଥିଲେ ପ୍ରଥମ ଓସ୍କାର ? Read More »