Browsing Tag

osama bin laden

TASK FORCE ORANGE OF US MILITARY: ଆମେରିକା ସେନାର ‘କମଳା’ ୟୁନିଟ୍ ଯିଏ ଜୱାହିରିକୁ ଜନ୍ନତ ପଠାଇଛି

ହେଲ୍ ଫାୟାର ମିଶାଇଲ୍ ମାଡ଼ରେ ଅଲ-କାଏଦା ମୁଖ୍ୟ ଅୟମନ ଅଲ-ଜୱାହିରି ଜନ୍ନତକୁ ଯାତ୍ରା କରିଛି । ଶନିବାର ପୃଥିବୀ ନାମକ ଗ୍ରହରେ ଥିଲା ତା’ର ଶେଷଦିନ । ଏହି ଦିନ ଆକାଶରୁ ତା’ ଲାଗି ଆସିଥିଲା ମୃତ୍ୟୁ ସନ୍ଦେଶ । ବାଲକୋନି ଉପରେ ବସି ଭବିଷ୍ୟତର ଟେରର୍ ଆଟାକର ପ୍ଲାନିଂ କରୁଥିବା ଜୱାହିରି ହେଲ୍
Read More...

ହ୍ୱାଇଟ୍ ହାଉସରେ ଇତିହାସ ପୁଣି ନିଜକୁ ଦୋହରାଇଲା ଏମିତି, ମନେ ପଡିଗଲା ଲାଦେନର ଅନ୍ତ କଥା

ଇତିହାସର ନିଜକୁ ଦୋହରାଏ । ଗୁରୁବାର ହ୍ୱାଇଟ୍ ହାଉସର ସିଚୁଏସନ ରୁମ୍ ଉପରେ ନଜର ପକାଇଲେ ଏହି କଥା କେତେ ସତ ତାହା ଜଣା ପଡୁଛି । ୧୧ ବର୍ଷ ତଳର ସେହି ଘଟଣା ମନେପଡୁଛି ଯେତେବେଳେ ଲାଡେନର ଅନ୍ତ ଲାଇଭ୍ ଦେଖିଥିଲେ ରାଷ୍ଟ୍ରପତି ଓବାମା । ଆଉ ୧୧ ବର୍ଷ ପରେ ସେହି ଏକା ରୁମରେ ବସି ଇସଲାମିକ୍
Read More...

ତାଲିବାନର ପୁନଃଉତ୍ଥାନ ଭାରତ ପାଇଁ କାହିଁକି ଶୁଭଙ୍କର ନୁହେଁ ?

ଜଣେ ରାଷ୍ଟ୍ରପତିଙ୍କୁ ପିଟିପିଟି ହତ୍ୟା କରି ଟ୍ରାଫିକ ପୋଷ୍ଟରେ ଶବକୁ ଝୁଲାଇଥିବା ‘ବିଦ୍ୟାର୍ଥୀ’ଙ୍କ ଦଳ ପୁଣି ଶାସନକୁ ଫେରୁଛି ଆଫଗାନିସ୍ତାନରୁ ଆମେରିକା ସେନା ଫେରିବା ଦିନ ପାଖେଇ ଆସିବା ସହିତ ସେଠାରେ ତାଲିବାନ କ୍ଷମତା ଦଖଲର ନିକଟତର ହେବାରେ ଲାଗିଛି । ତାଲିବାନ ଗତ କେଇ
Read More...
Close Bitnami banner
Bitnami