ସୋସିଆଲ୍ ମିଡିଆରେ ଅନୁରୋଧ ରକ୍ଷା କଲେ ‘ଓଲା’ ସିଇଓ
ଆଗ୍ରା: କୁନି ପିଲାର ଅନୁରୋଧ ରଖିଲେ ଓଲା ସିଇଓ । ଆଗ୍ରାର ଜଣେ ଚାରି ବର୍ଷର ଶିଶୁ ଟ୍ୱିଟରରେ ନିଜର ଏକ ସୁନ୍ଦର ଭିଡିଓ ସେୟାର କରି ଓଲା ସିଇଓ ଭାବିଶ ଅଗ୍ରୱାଲଙ୍କୁ ଏକ ଛୋଟ ଅନୁରୋଧ କରିଥିଲେ । ସବୁଠୁ ବଡ଼ କଥା ହେଲା, ଏହି ଭିଡ଼ିଓ ଦେଖିବା ପରେ ଓଲା ସିଇଓ ଶିଶୁର ଅନୁରୋଧ ରକ୍ଷା କରିଛନ୍ତି, ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । କୁନି ପିଲାକୁ ବୁଲାଇବେ ଓଲା …