odisha news today

ପୁଣି କଲବଲ କରିବ ଗରମ ଓ ଗୁଳୁଗୁଳି

ଆଜି ବି କଲବଲ କରିବ ଗରମ ଓ ଗୁଳୁଗୁଳି । ଉପକୂଳ ଜିଲ୍ଲାକୁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବାଲେଶ୍ୱର , ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼ ଓ ଯାଜପୁର ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜିଠୁ ୨୩ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ପାଇଁ ମଧ୍ୟ ଚେତାବନୀ ଜାରି କରାଯାଇଛି। …

ପୁଣି କଲବଲ କରିବ ଗରମ ଓ ଗୁଳୁଗୁଳି Read More »

ରଜରେ ଲୋକଙ୍କୁ କଲବଲ କରିବ ଗୁଳୁଗୁଳି

ଭୁବନେଶ୍ୱର : ଅଗ୍ରସର ହେଉନି ମୌସୁମୀ ଫଳରେ ରାଜ୍ୟରେ କମୁନି ଗରମ ଏବଂ ଗୁଳୁଗୁଳି । ରଜରେ ମଧ୍ୟ ଲୋକଙ୍କୁ ଗୁଳୁଗୁଳି କଲବଲ କରିବବୋଲି ପୂର୍ବାନୁମାନ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ଏବେ ମାଲକାନଗିରି, କୋରାପୁଟରେ ପ୍ରବେଶ କରିଛି ମୌସୁମୀ ବାୟୁ । ଅନ୍ୟ ଅଞ୍ଚଳକୁ ୩ରୁ ୪ ଦିନରେ ଅଗ୍ରସର ହୋଇପାରେ ମୌସୁମୀ । ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓଡ଼ିଶାରେ …

ରଜରେ ଲୋକଙ୍କୁ କଲବଲ କରିବ ଗୁଳୁଗୁଳି Read More »

RSS
Follow by Email
Scroll to Top
Close Bitnami banner
Bitnami