Odisha

ରଜରେ ଲୋକଙ୍କୁ କଲବଲ କରିବ ଗୁଳୁଗୁଳି

ଭୁବନେଶ୍ୱର : ଅଗ୍ରସର ହେଉନି ମୌସୁମୀ ଫଳରେ ରାଜ୍ୟରେ କମୁନି ଗରମ ଏବଂ ଗୁଳୁଗୁଳି । ରଜରେ ମଧ୍ୟ ଲୋକଙ୍କୁ ଗୁଳୁଗୁଳି କଲବଲ କରିବବୋଲି ପୂର୍ବାନୁମାନ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ଏବେ ମାଲକାନଗିରି, କୋରାପୁଟରେ ପ୍ରବେଶ କରିଛି ମୌସୁମୀ ବାୟୁ । ଅନ୍ୟ ଅଞ୍ଚଳକୁ ୩ରୁ ୪ ଦିନରେ ଅଗ୍ରସର ହୋଇପାରେ ମୌସୁମୀ । ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓଡ଼ିଶାରେ …

ରଜରେ ଲୋକଙ୍କୁ କଲବଲ କରିବ ଗୁଳୁଗୁଳି Read More »

cyclone, jawad, odisha, cyclone jawad, cyclone history, odisha super cyclone, rising odisha

Cyclone: ପ୍ରତିବର୍ଷ ହାରାହାରି ୭୨ ଲୋକଙ୍କ ଜୀବନ ନେଉଛି ବାତ୍ୟା, ୨୦ ବର୍ଷରେ ବଢିଛି ବାତ୍ୟା ପ୍ରକୋପ

ଚଳିତ ବର୍ଷ ସରି ସରି ଆସୁଥିବା ବେଳେ ପୁଣି ଆସୁଛି ଆଉ ଗୋଟିଏ ବାତ୍ୟା । ଡିସେମ୍ବର ମାସରେ ପ୍ରାୟତଃ ବାତ୍ୟା ଆସିନଥାଏ । କିନ୍ତୁ ୧୩୦ ବର୍ଷର ରେକର୍ଡରେ ପ୍ରଥମ ଥର ପାଇଁ ଏହି ମାସରେ ଜୱାଦ୍ ନାମରେ ବାତ୍ୟା ପୂର୍ବ ଭାରତର ଉପକୂଳରେ ପହଂଚିବାକୁ ଯାଉଛି । ବାତ୍ୟା ଜୱାଦ ପାଇଁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଭୀଷଣ ବର୍ଷା ସହିତ ୯୦ରୁ ୧୦୦ କିମି ବେଗରେ ପବନ ବୋହିବା ସମ୍ଭାବନା ରହିଛି । …

Cyclone: ପ୍ରତିବର୍ଷ ହାରାହାରି ୭୨ ଲୋକଙ୍କ ଜୀବନ ନେଉଛି ବାତ୍ୟା, ୨୦ ବର୍ଷରେ ବଢିଛି ବାତ୍ୟା ପ୍ରକୋପ Read More »

cyclone odisha, jawad, cyclone storm, cyclone jawad, odisha coastal, winter season, rising odisha

ବହୁତ ବର୍ଷ ପରେ ଡିସେମ୍ବର ମାସରେ ଓଡ଼ିଶା ଉପକୂଳରେ ମାଡ଼ ହେବ ବାତ୍ୟା, ଜାଣନ୍ତୁ ଶେଷଥର ପାଇଁ କେବେ ଶୀତରେ ଆସିଥିଲା ବାତ୍ୟା..

ଅକ୍ଟୋବର ମାସ ଓଡ଼ିଶାକୁ ଡରାଏ । କାରଣ ଏହି ମାସରେ ଆସିଥିଲା ଓଡ଼ିଶା ଇତିହାସର ସବୁଠାରୁ ବଡ ବାତ୍ୟା । ଯାହା ଇତିହାସରେ ସୁପର ସାଇକ୍ଲୋନ୍ ନାମରେ ପରିଚିତ । ଅକ୍ଟୋବର ମାସ ବା କାର୍ତ୍ତିକ ମାସକୁ ବାତ୍ୟାର ମାସ ବୋଲି କୁହାଯାଏ । କିନ୍ତୁ ମଝିରେ ମଝିରେ ନିର୍ଘାତ ଖରାଦିନେ ବି ବାତ୍ୟା ଆସିଛି । ଓଡ଼ିଶାର ଉପକୂଳକୁ ଛିନ୍ନଭିନ୍ନ କରିଛି । ଯେମିତି ମେ’ ମାସରେ ଆସିଥିବା ବାତ୍ୟା ଫନି । କିନ୍ତୁ ହୁଏତ …

ବହୁତ ବର୍ଷ ପରେ ଡିସେମ୍ବର ମାସରେ ଓଡ଼ିଶା ଉପକୂଳରେ ମାଡ଼ ହେବ ବାତ୍ୟା, ଜାଣନ୍ତୁ ଶେଷଥର ପାଇଁ କେବେ ଶୀତରେ ଆସିଥିଲା ବାତ୍ୟା.. Read More »

drink from tap, sujal mission, safe drinking water, pure drinking water, puri, puri district, naveen patnaik, odisha cm naveen patnaik, rising odisha

ପୁରୀ ପାଣିକୁ ନେଇ ଦିଲ୍ଲୀରେ ଚର୍ଚ୍ଚା, ଦେଶର ବାକି ସହରରେ ପାଣି ଅବସ୍ଥା କଣ ?

ପୁରୀ ବ୍ୟତିତ ଦେଶର ବାକି ସହରରେ ପାଣିର ଗୁଣବତ୍ତାର ହାଲ କ’ଣ ? ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ପାଇଁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଅଭିଯାନର ଉଦଘାଟନ କରିଥିଲେ । ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଢେର ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ନେଇ ତାଙ୍କୁ ପ୍ରଶଂସା କରଯାଉଥିବା ବେଳେ ବାକି ରାଜ୍ୟ ଏଥିରୁ ବହୁତ କିଛି ଶିଖିବାର ଅଛି ବୋଲି କୁହାଯାଉଛି । କାରଣ ଏଭଳି ବିଶୁଦ୍ଧ ଜଳ ଯୋଗାଇ …

ପୁରୀ ପାଣିକୁ ନେଇ ଦିଲ୍ଲୀରେ ଚର୍ଚ୍ଚା, ଦେଶର ବାକି ସହରରେ ପାଣି ଅବସ୍ଥା କଣ ? Read More »

krushna kumar basant, artist, sundarpada area, Odisha, useless papers, creative designs using paper, reuse papers, recycle papers, medicine shop, rising odisha

ଅଦରକାରୀରୁ ଅଟ୍ଟାଳିକା

ଡିଗ୍ରୀଧାରୀ ନ ହୋଇ ବି ଅତି ସୁନ୍ଦର କଳାକୃତି କରିବାରେ ସେ ମାହିର । ଟୁକୁଡ଼ା ଟୁକୁଡ଼ା ଅଦରକାରୀ କାଗଜକୁ ଦିଅନ୍ତି ଜୀବନ୍ୟାସ । ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି । ସୁନ୍ଦର ସୃଷ୍ଟିର ଦକ୍ଷ ବିନ୍ଧାଣୀ ସିଏ । ସେ ସୁନ୍ଦରପଦା ଅଂଚଳର ୩୮ବର୍ଷୀୟ କୃଷ୍ଣ କୁମାର ବସନ୍ତ । କୃଷ୍ଣ ପେସାରେ ଜଣେ ଔଷଧ ଦୋକାନୀ । କିନ୍ତୁ ନିଶା ତାଙ୍କର ନୂଆ ସର୍ଜନା । ଅଦକାରୀ କଗଜରୁ ତିଆରି କରୁଛନ୍ତି ବଡ଼ …

ଅଦରକାରୀରୁ ଅଟ୍ଟାଳିକା Read More »

mithilesh patnaik, odissi dancer, handicapped dancer, odisha disabled dancer, teacher sai international school, bhubaneswar, rising odisha

ଦିବ୍ୟାଙ୍ଗ ନୃତ୍ୟଶିଳ୍ପୀ ମିଥିଲେଶ

ତାଙ୍କୁ ଦେଖିଲେ କେହି ଜାଣିପାରିବେ ନାହିଁ ସେ ଦିବ୍ୟାଙ୍ଗ ବୋଲି । ଦିବ୍ୟାଙ୍ଗ ହେଲେ ମଧ୍ୟ ସେ ଅନ୍ୟମାନଙ୍କ ପାଇଁ ପାଲିଟିଯାଇଛନ୍ତି ଉଦାହରଣ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ମିଥିଲେଶ ପଟ୍ଟନାୟକ । ବୟସ ୩୪ ବର୍ଷ । ମିଥିଲେଶ୍‌ଙ୍କ ବ୍ୟବହାର ଅପରିପକ୍ୱ ମନେହୁଏ କିନ୍ତୁ ନୃତ୍ୟ ଦକ୍ଷତାରେ ବେଶ ପରିପକ୍ୱ । ଜନ୍ମରୁ ପୁଅର ଦିବ୍ୟାଙ୍ଗତା ବିଷୟରେ ବେଶ ପରିପକ୍ୱ । ଜନ୍ମରୁ ପୁଅର ଦିବ୍ୟାଙ୍ଗତା ବିଷୟରେ ଜାଣିବା ପରେ ଭିନ୍ନଧରଣର ସକ୍ଷମ କରିବାର …

ଦିବ୍ୟାଙ୍ଗ ନୃତ୍ୟଶିଳ୍ପୀ ମିଥିଲେଶ Read More »

wheeler island, abdul kalam island, hog wheeler, odisha bhadrak district, missile man of India, DRDO, missile tests, agni missile tests, gahirmatha wildlife sanctuary, olive ridley turtles, bhadrak district, rising odisha

ସେହି ପ୍ରତିବନ୍ଧିତ ଦ୍ୱିପ ଯେଉଁଠାରୁ ଉଡନ୍ତି ‘ଅଗ୍ନି’ ଓ ‘ଆକାଶ’

ଏହା ଏମିତି ଗୋଟିଏ ଦ୍ୱିପ ଯାହା ଉପରେ ସମସ୍ତେ ପାଦ ଦେଇ ପାରିବେ ନାହିଁ । ଏହି ବର୍ଜିତ ଦ୍ୱିପରେ ପହଂଚିବାକୁ ହେଲେ ଆପଣଙ୍କର ଆବଶ୍ୟକ ହୋଇଥାଏ ହାଇ ସିକ୍ୱୁରିଟି କ୍ଲିୟରାନ୍ସ । ଯାହାର ସୁରକ୍ଷାରେ ଥାଏ କୋଷ୍ଟ ଗାର୍ଡ୍ । କଡା ସୁରକ୍ଷା ଘେରରେ ଥିବା ଏହି ଦ୍ୱିପରୁ ଭାରତ କରିଥାଏ ‘ଅଗ୍ନି’ ବର୍ଷା । ସିଧା କହିଲେ ଆପଣ ଯେଉଁ ଅଗ୍ନି ସିରିଜର କ୍ଷେପଣାସ୍ତ୍ର ପରିକ୍ଷଣ କଥା ଶୁଣନ୍ତି ସେହି ସବୁ ଏହି ଦ୍ୱିପରୁ …

ସେହି ପ୍ରତିବନ୍ଧିତ ଦ୍ୱିପ ଯେଉଁଠାରୁ ଉଡନ୍ତି ‘ଅଗ୍ନି’ ଓ ‘ଆକାଶ’ Read More »

prabodh kumar nayak, odisha, khandagiri slum, robot, robotics, humanoid robot, unmukt foundation bhubaneswar, rising odisha

ବସ୍ତିର ଉଜ୍ଜ୍ୱଳ ତାରକା ପ୍ରବୋଧ

ବର୍ଜ୍ୟବସ୍ତୁରୁ ନିଆରା ଉଦ୍ଭାବନ । କୁନି ବୟସରେ ତାଙ୍କର ବୈଜ୍ଞାନିକ ଚିନ୍ତାଧାରା ଏତେ ଶକ୍ତିଶାଳୀ ଯେ, ନିଜର ସୃଜନଶୀଳତା ତାଙ୍କୁ ବିଜ୍ଞାନ ସୃଷ୍ଟି କରିବାର ରାସ୍ତା ଦେଖାଇଛି । ଅଦରକାରୀ ସାମଗ୍ରୀକୁ ଉପଯୋଗ କରି ସେଥିରେ ବିଜ୍ଞାନର କୌଶଳକୁ ଖଟାଇ ସେ ତିଆରି କରିଛନ୍ତି ରୋବଟ୍ । ଯାହା ମଣିଷ ପରି କାମ କରିପାରୁଛି । ଏହି ୧୫ ବର୍ଷୀୟ ପ୍ରବୋଧ କୁମାର ନାୟକ ରହନ୍ତି ଭୁବନେଶ୍ୱର ଖଣ୍ଡଗିରିବାରୀ ବସ୍ତିରେ । ଜାଗମରା ହାଇସ୍କୁଲରେ ପଢ଼ନ୍ତି । …

ବସ୍ତିର ଉଜ୍ଜ୍ୱଳ ତାରକା ପ୍ରବୋଧ Read More »

ଗୌରବ ବଢ଼ାଇଲେ ଲିନାଶ୍ରୀ

ଦେଶର ଗୌରବ ବଢ଼ାଇଛନ୍ତି ଢେଙ୍କାନାଳ ଝିଅ ଡକ୍ଟର ଲିନାଶ୍ରୀ ଦଳବେହେରା । ତିନି ଜଣ ମହିଳା ଭୂ-ତତ୍ୱ ବିଜ୍ଞାନୀଙ୍କ ସହ ମିଶି କେବଳ ଭାରତର ଉତର ପୂର୍ବ ରାଜ୍ୟ ମେଘାଳୟ ପାହାଡ଼ରୁ ଡାଇନୋସରମାନଙ୍କର ଜୀବାଶ୍ମ ହାଡ଼ ଠାବ କରି ନାହାନ୍ତି ବରଂ ଶହେ ମିଲିୟନ ବର୍ଷ ତଳେ ଏହି ବିରାଟକାୟ ପ୍ରାଣୀ ଯେ ମେଘାଳୟରେ ରହୁଥିଲା ତାହା ମଧ୍ୟ  ପ୍ରମାଣିତ କରିଛନ୍ତି । ଲିନାଶ୍ରୀଙ୍କ ଘର ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍‌ଏସି ୱାର୍ଡ ନମ୍ବର ୫ ସେନସାହିରେ …

ଗୌରବ ବଢ଼ାଇଲେ ଲିନାଶ୍ରୀ Read More »

RSS
Follow by Email
Scroll to Top
Close Bitnami banner
Bitnami