ସିକିମ୍‌ ବନ୍ୟାରେ ଓଡ଼ିଆ ଯବାନ ନିଖୋଜ, ମିଳିନି ପତ୍ତା

କାମାକ୍ଷାନଗର: ସିକିମ୍‌ରେ ବାଦଲଫଟା ବର୍ଷାରୁ ପ୍ରଳୟଙ୍କାରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହିି ବନ୍ୟାରେ ୨୩ ଜଣ ଯବାନ ନିଖୋଜ ହୋଇ ଯାଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ଯବାନ । ସେ ହେଲେ ଭୁବନ ବ୍ଲକ୍ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ଗାଁର ରାମ ଚନ୍ଦ୍ର ଦାସଙ୍କ ସାନପୁଅ ସରୋଜ କୁମାର ଦାସ । ସେ ୨୦୧୨ ମସିହା ଅକ୍ଟୋବର ୨୧ ତାରିଖରେ ସେନାରେ ସିପାହୀ ଭାବେ ନିଯୁକ୍ତ ହୋଇଥିଲେ …

ସିକିମ୍‌ ବନ୍ୟାରେ ଓଡ଼ିଆ ଯବାନ ନିଖୋଜ, ମିଳିନି ପତ୍ତା Read More »