naveen patnaik

ଶପଥ ପରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଦେଶରେ ପୁଣିଥରେ ଏନଡିଏ ସରକାର ଗଠନ କରିଛି। ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିବା ପରେ ରବିବାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦୀ । ଶପଥ ଗ୍ରହଣ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।ଦେଶବାସୀଙ୍କ ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ସଫଳ ହେବା ନେଇ ମୋଦୀ ଓ ତାଙ୍କ …

ଶପଥ ପରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ Read More »

ନବୀନ ନିବାସରେ ବିଜୁ ପଟ୍ଟନାୟକଙ୍କ ନାତି, ଲାଗିଛି ନେତାଙ୍କ ଭିଡ଼

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନ ସମାପ୍ତ ହେବାପରେ ବି ସରଗରମ ରହିଛି ରାଜନୈତିକ ମାହୋଲ । ୨୫ ବର୍ଷର ସ୍ଥିର ସରକାର କରିଥିବା ବିଜେଡ଼ି ପରାଜୟ ପରେ , ପ୍ରାୟତଃ ପ୍ରତିଦିନ ନବୀନ ନିବାସରେ ବିଜେଡ଼ି ନେତା ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଭିଡ଼ ଦେଖିବାକୁ ମିଳୁଛି । ଆଗାମୀ ରଣନୀତି କଣ ରହିବ, ବିଜେଡି ବିରୋଧୀ ଦଳ ଆସନରେ ରହି ନୂଆ ସରକାରକୁ କିପରି ସାମ୍ନା କରିବ ତାକୁ ନେଇ ପ୍ରସ୍ତୁତ ହେଉଛି ସୁଦୃଢ ରଣନୀତି । …

ନବୀନ ନିବାସରେ ବିଜୁ ପଟ୍ଟନାୟକଙ୍କ ନାତି, ଲାଗିଛି ନେତାଙ୍କ ଭିଡ଼ Read More »

bjd@25, bjd foundation day, 25th anniversary bjd, biju janata dal, naveen patnaik, opposition parties, odisha politics, pranab prakash das, rising odisha

୨୫ ପାହଚ ପରେ ବିଜେଡି, ବିରୋଧିଙ୍କ ପାଖରେ ନାହିଁ କାଟ

ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡି ଜାତୀୟ ଗଣମାଧ୍ୟମଙ୍କ ପାଇଁ ଗୋଟିଏ କେସ୍ ଷ୍ଟଡି । ୨ ହଜାର ମସିହା ପରଠାରୁ ନବୀନ ନାମକ କିମ୍ବଦନ୍ତି ସହିତ ବିଜୁ ଜନତା ଦଳ ମଧ୍ୟ ଜାତୀୟସ୍ତରର ରାଜନୈତିକ ବିଶ୍ଲେଷକଙ୍କ ପାଇଁ ଅବୁଝା ଅଙ୍କ ହୋଇ ରହିଯାଇଛି । ଏହା ନିକଟରେ ଓଡ଼ିଶା ଆସିଥିବା ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କ କଥନରୁ ଜଣା ପଡେ । ଶେଖର କହିଥିଲେ ଯେ, ଓଡ଼ିଶା ନିର୍ବାଚନରେ ଥ୍ରିଲ୍ ନଥାଏ । ରୋମାଂଚ …

୨୫ ପାହଚ ପରେ ବିଜେଡି, ବିରୋଧିଙ୍କ ପାଖରେ ନାହିଁ କାଟ Read More »

puri, jagannath dham, lord jagannath, lord ram, bjp vs bjd, ayodhya, narendra modi, naveen patnaik, odisha cm, bjd, rising odisha

‘ରାମ’ ଯିଏ ‘କୃଷ୍ଣ’ ସିଏ କିନ୍ତୁ ବିଜେପି ନଜରରେ ରାମ-କୃଷ୍ଣ-ଜଗନ୍ନାଥ ଅଲଗା

ଅଯୋଧ୍ୟାରେ ସ୍ୱାଗତ, ପୁରୀରେ ବିରୋଧ ! *ପୁରୀରେ ବିଜେପିର ‘ସଂସ୍କାରୀ’ ଛାଡଖାଇ *ପୁରୀ ନାଁ ବଦଳାଇବାକୁ ଚାହୁଁଥିବା ଦଳର ଅସଲ ଚରିତ୍ର ପଦାରେ ପଡିଲା *ଜଗନ୍ନାଥ ମିଛ, କ୍ଷମତା ହାସଲ ଲୋଭ ସତ *ସଂସ୍କାର ସାର୍ଟିଫିକେଟ ବାଣ୍ଟୁଥିବା ଦଳର ସଂସ୍କାରୀ କାମ କାର୍ତ୍ତିକ ମାସରେ ଆମିଷ ନିଶେଦ୍ଧ। ଅନେକ ବାଧ୍ୟବାଧକତାରେ ଏହି ମାସରେ ଶାକାହାରୀ ପାଲଟିଯାନ୍ତି । କିନ୍ତୁ ଅପେକ୍ଷା ଛାଡଖାଇ କୁ ଥାଏ । ଛାଡଖାଇ ଦିନ ଏଭଳି ମାସିକିଆ ଭକ୍ତମାନେ ମାସକ ଯାକର ଭୋକ …

‘ରାମ’ ଯିଏ ‘କୃଷ୍ଣ’ ସିଏ କିନ୍ତୁ ବିଜେପି ନଜରରେ ରାମ-କୃଷ୍ଣ-ଜଗନ୍ନାଥ ଅଲଗା Read More »

super cyclone 1999, cyclone, odisha, disaster management, naveen patnaik, odisha cm, phailin, yaas, gulaab, titli, amphan, flood, drought in odisha, rising odisha

୧୯୯୯ ମହାବାତ୍ୟାରୁ ବିପର୍ଯ୍ୟୟ ମୁକାବିଲାର ‘ମଡେଲ୍‍’ ସାଜିଛି ଓଡ଼ିଶା

୧୯୯୯ ମହାବାତ୍ୟାକୁ ପୁରିଛି ୨୨ ବର୍ଷ। ୧୯୯୯ ମସିହା ଆଜିର ଦିନରେ ଓଡ଼ିଶା ଦେ‌ଖିଥିଲା ପ୍ରକୃତିର କରାଳ ରୂପ। ପ୍ରକୃତି ରଚିଥିଲା ତା’ର ମହାତାଣ୍ଡବ। ନିମିଷକେ କରିଦେଇଥିଲା ସବୁ କିଛି ଛାରଖାର। ପ୍ରକୃତି କେତେ ଯେ ଭୟଙ୍କର ହୋଇପାରେ ତାହା ଦେଖାଇ ଦେଇ‌ଥିଲା ୧୯୯୯ ମହାବାତ୍ୟା। ୨୨ ବର୍ଷ ପରେ ମଧ୍ୟ ସେ କାଳ ରାତିର ପ୍ରଳୟଙ୍କରୀ ଦୃଶ୍ୟ ଆଜି ବି ମନେ ପଡିଲେ ଶୀହରି ଉଠେ ଦେହ। ଆଖି ଆଗକୁ ଚାଲି ଆସେ ସେ ସମୟର …

୧୯୯୯ ମହାବାତ୍ୟାରୁ ବିପର୍ଯ୍ୟୟ ମୁକାବିଲାର ‘ମଡେଲ୍‍’ ସାଜିଛି ଓଡ଼ିଶା Read More »

Naveen Patnaik, VK Pandiaan, watching hockey, tokyo olympics 2020, India mens hockey, Indian womens hockey team, Odisha sponsors hockey, revival of hockey, Naveen helps, Odisha hockey capital of India, rising odisha

When Naveen stepped in 2018 to save Indian Hockey

In February 2018, Indian Hockey went into a crisis when Sahara decided to end their 23-year-old association owing to the crisis situation within the company. The decision to terminate the contract was mutual. What’s next? Hockey India needed a solid partner to take the game forward as the condition of Indian Hockey was not in …

When Naveen stepped in 2018 to save Indian Hockey Read More »

Naveen Patnaik, Hockey, media, rajdeep sardesai, TIFPOST, Aaj Tak, hockey team, tokyo olympics, rising odisha

ହକି, ମିଡିଆ ଓ ନବୀନ

‘IHF ହକିକୁ ମାରି ସାରିଥିଲା, ତା’ପରେ ଆସିଲେ ନବୀନ ଆଉ ସବୁକିଛି ବଦଳିଗଲା’ ରବିବାର ଥିଲା ସୁପର ସଣ୍ଡେ । ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ ଭାରତକୁ ବ୍ରୋଞ୍ଜ ଦେବା ସହିତ ଦୁଇଟି ଅଲମ୍ପିକ୍ସ ମେଡାଲ ପାଇଥିବା ପ୍ରଥମ ଭାରତୀୟ ମହିଳା ହୋଇଥିଲେ । ପୁଣି ସେହି ରବିବାର ଦିନ ଭାରତ 41 ବର୍ଷ ପରେ ପ୍ରଥମ ଥର ପାଇଁ ହକି ସେମିଫାଇନାଲକୁ ଉନ୍ନିତ ହୋଇଥିଲା । 1980 ମସ୍କୋ ଅଲମ୍ପିକ୍ସ ପରେ ଭାରତୀୟ ପୁରୁଷ ହକି ଟିମ୍ …

ହକି, ମିଡିଆ ଓ ନବୀନ Read More »

drink from tap, sujal mission, safe drinking water, pure drinking water, puri, puri district, naveen patnaik, odisha cm naveen patnaik, rising odisha

ପୁରୀ ପାଣିକୁ ନେଇ ଦିଲ୍ଲୀରେ ଚର୍ଚ୍ଚା, ଦେଶର ବାକି ସହରରେ ପାଣି ଅବସ୍ଥା କଣ ?

ପୁରୀ ବ୍ୟତିତ ଦେଶର ବାକି ସହରରେ ପାଣିର ଗୁଣବତ୍ତାର ହାଲ କ’ଣ ? ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ପାଇଁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଅଭିଯାନର ଉଦଘାଟନ କରିଥିଲେ । ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଢେର ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ନେଇ ତାଙ୍କୁ ପ୍ରଶଂସା କରଯାଉଥିବା ବେଳେ ବାକି ରାଜ୍ୟ ଏଥିରୁ ବହୁତ କିଛି ଶିଖିବାର ଅଛି ବୋଲି କୁହାଯାଉଛି । କାରଣ ଏଭଳି ବିଶୁଦ୍ଧ ଜଳ ଯୋଗାଇ …

ପୁରୀ ପାଣିକୁ ନେଇ ଦିଲ୍ଲୀରେ ଚର୍ଚ୍ଚା, ଦେଶର ବାକି ସହରରେ ପାଣି ଅବସ୍ଥା କଣ ? Read More »

district observers BJD, Biju janata dal, BJD new district obervers

ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ

୧) ଗଞ୍ଜାମ- ଶ୍ରୀ ପ୍ରଫୁଲ ମଲ୍ଲିକ ୨) ଜଗତସିଂହପୁର- ଶ୍ରୀ ସମୀର ରଞ୍ଜନ ଦାଶ ୩) ଯାଜପୁର- ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ୪) ଝାରସୁଗୁଡ଼ା- ଶ୍ରୀ ସୁବାଷ ସିଂ ୫) କଳାହାଣ୍ଡୀ- ଶ୍ରୀ ନବ କିଶୋର ଦାସ ୬) କନ୍ଧମାଳ- ଶ୍ରୀ ପ୍ରତାପ ଜେନା ୭) କେନ୍ଦ୍ରାପଡ଼ା- ଶ୍ରୀ ଦେବାଶିଷ ସାମନ୍ତରାୟ ୮) କେନ୍ଦୁଝର- ଶ୍ରୀ ପ୍ରଣବ ପ୍ରକାଶ ଦାସ ୯) ଖୋର୍ଦ୍ଧା- ଶ୍ରୀ ପ୍ରମିଳା ମଲ୍ଲିକ ୧୦) କୋରାପୁଟ- ଶ୍ରୀ ଚନ୍ଦ୍ର ସାରଥି ବେହେରା …

ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ Read More »

RSS
Follow by Email
Scroll to Top
Close Bitnami banner
Bitnami