ଜନଜାତିଙ୍କ ବିକାଶ କରୁଛି ‘ମୋ ଜଙ୍ଗଲ ଜମି’

ଭୁବନେଶ୍ୱର :ଜଙ୍ଗଲରେ ବାସ କରୁଥିବା ସମ୍ପ୍ରଦାୟଙ୍କ ଅଧିକାର ଏବଂ ଜୀବିକାକୁ ସୁନିଶ୍ଚିତ କରୁଥିବା ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ନିବାସୀ ଅଧିନିୟମ ୨୦୦୬ କିମ୍ବା ଜଙ୍ଗଲ ଅଧିକାର ଆଇନ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି । ଏଫ୍‌ଆରଏର୍ ଅଗ୍ରଗତି ଏବଂ ବ୍ୟାବହାରିକ ପ୍ରଣାଳୀକୁ ଆଗେଇ ନେବା ପାଇଁ ‘ମୋ ଜଙ୍ଗଲ ଜମି’ ଯୋଜନା ଘୋଷଣା କରି ଓଡ଼ିଶା ଆଜି ଭାରତର ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ‘ମୋ ଜଙ୍ଗଲ ଜମି ଯୋଜନା’ …

ଜନଜାତିଙ୍କ ବିକାଶ କରୁଛି ‘ମୋ ଜଙ୍ଗଲ ଜମି’ Read More »