Browsing Tag

muslim women

ନିସାରନ ବିବିଙ୍କ ପାର୍ଥିବ ଶରୀର ଘରକୁ ଆଣିବାରେ ସହାୟ ହେଲା ଓଡିଶା ମୋ ପରିବାର

ଅର୍ଥ ଅଭାବରୁ ଶେଷକୃତ୍ୟ ପାଇଁ ହସ୍ପିଟାଲରୁ ଘରକୁ ଫେରି ପାରୁନଥିଲା ମୃତ ମୁସଲିମ୍ ମହିଳାଙ୍କ ଶବ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସହାୟତାର ହାତ ବଢ଼ାଇଥିଲା ଓଡ଼ିଶା ମୋ ପରିବାର। ନିଜ ଜନ୍ମସ୍ଥାନକୁ ଫେରିଲା ପାର୍ଥିବଶରୀର । ସୂଚନାନୁସାରେ,ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର
Read More...

ସୁଲ୍ଲି ଆପରୁ ବୁଲ୍ଲି ବାଇ, ଜାଣନ୍ତୁ କେମିତି ମୁସଲିମ୍ ମହିଳାଙ୍କୁ ଆପ୍ ମାଧ୍ୟମରେ କରାଯାଉଛି ଟାର୍ଗେଟ୍

ମୁସଲିମ ମହିଳାଙ୍କୁ ଆପ୍ ଜରିଆରେ ଟାର୍ଗେଟ । ଆପ୍ ମାଧ୍ୟମରେ ସୋସିଆଲ ମିଡିଆରେ ଘୃଣା ସୃଷ୍ଟି କରାଯାଉଛି, ଯାହାକୁ ନେଇ ବିବାଦ ବଢ଼ିଛି । ବୁଲ୍ଲି ବାଈ ନାମକ ଏକ ଆପ୍ ଜରିଆରେ ଶହ ଶହ ମୁସଲିମ ମହିଳାଙ୍କ ଫଟୋ ଅପଲୋଡ କରାଯିବାକୁ ନେଇ ପ୍ରତିବାଦର ଝଡ ସୃଷ୍ଟି ହୋଇଛି । Github ପ୍ଲାଟଫର୍ମରେ
Read More...
Close Bitnami banner
Bitnami