ସଂସ୍କୃତରେ ଶପଥପାଠ କଲେ ସଂଖ୍ୟାଲଘୁ ସଂପ୍ରଦାୟର ବିଧାୟକ

ନୂଆଦିଲ୍ଲୀ: ଗତକାଲି ରାଜସ୍ଥାନ ବିଧାନସଭାରେ ବିଧାୟକମାନେ ଶପଥପାଠ କରିଥିଲେ । ଏହି ଶପଥପାଠ ସମୟରେ ଏମିତି କିଛି ବିଧାୟକ ରହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେଥିମଧ୍ୟରେ ଅଛନ୍ତି ଦିଦ୍‌ୱାନାର ବିଧାୟକ ୟୁନୁସ ଖାନ । ୟୁନୁସ ସଂଖ୍ୟାଲଘୁ ସଂପ୍ରଦାୟର ହୋଇମଧ୍ୟ ସଂସ୍କୃତରେ ଶପଥପାଠ କରି ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏପରି ଉଦ୍ୟମକୁ ଲୋକେ ଖୁବ୍ ପ୍ରଶଂସା କରିଛନ୍ତି । ୩ୟ ଥର ହୋଇଛନ୍ତି ବିଧାୟକ ୟୁନୁସ ୟୁନୁସ ଖାନ ଶପଥ ନେଉଥିବାର …

ସଂସ୍କୃତରେ ଶପଥପାଠ କଲେ ସଂଖ୍ୟାଲଘୁ ସଂପ୍ରଦାୟର ବିଧାୟକ Read More »