ବାଜପେୟୀ ଭୂମିକାରେ ନଜର ଆସିବେ ପଙ୍କଜ, ଡ଼ିସେମ୍ବର ୨୫ରେ ହେବ ରିଲିଜ୍‌

ମୁମ୍ବାଇ: ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ ନିଜର ବଳିଷ୍ଠ ଅଭିନୟ ପାଇଁ ବେଶ ଜଣାଶୁଣା । ପଙ୍କଜ ବଲିଉଡରେ ଅନେକ ସୁପରହିଟ୍ ଫିଲ୍ମ କରିଛନ୍ତି । ନିକଟରେ ପଙ୍କଜ ଓଏମଜି ୨ ଏବଂ ଫୁକରେ ୩ ଚଳଚ୍ଚିତ୍ରରେ ନଜର ଆସିଥିଲେ । ଏହି ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସରେ ହିଟ୍ ହୋଇଥିଲା । ସବୁଥର ପରି ପଙ୍କଜ ତ୍ରିପାଠୀଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ତେବେ ବର୍ତ୍ତମାନ ପଙ୍କଜ ତ୍ରିପାଠୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ …

ବାଜପେୟୀ ଭୂମିକାରେ ନଜର ଆସିବେ ପଙ୍କଜ, ଡ଼ିସେମ୍ବର ୨୫ରେ ହେବ ରିଲିଜ୍‌ Read More »