ଭବିଷ୍ୟତରେ ମହାକାଶରେ ଜନ୍ମ ନେବେ ମଣିଷ, ବୁଲିବାକୁ ଆସିବେ ପୃଥିବୀ
ଆମାଜନ ପ୍ରାଇମର ଯଦି ଆପଣ ଗ୍ରାହକ ତେବେ ’ଦି ଏକ୍ସପେନ୍ସ’ ନାମକ ସିରିଜ୍ ନିଶ୍ଚୟ ନଜରରେ ପଡିଥିବ କିମ୍ବା ଦେଖିଥିବେ । ଏହି ସିରିଜରେ ମଙ୍ଗଳ ଗ୍ରହରେ ହୋଇଥିବା ଏକ ହତ୍ୟାକାଣ୍ଡର ତଦନ୍ତ ପାଇଁ ପୃଥିବୀରୁ ଜଣେ ଡିଟେକ୍ଟିଭ୍ ଯାଆନ୍ତି । ଡିଟେକ୍ଟିଭଙ୍କ ତଦନ୍ତ ସହିତ କାହାଣୀ ଆଗକୁ ବଢେ । ଏହା ଏବେ କଳ୍ପ ବିଜ୍ଞାନର କାହାଣୀ ଲାଗୁଥାଇ ପାରେ । କିନ୍ତୁ ଗୋଟିଏ ସମୟ ଆସିବ ଯେତେବେଳେ ମଣିଷ ମହାକାଶରେ ରହିବ । ଆଉ …
ଭବିଷ୍ୟତରେ ମହାକାଶରେ ଜନ୍ମ ନେବେ ମଣିଷ, ବୁଲିବାକୁ ଆସିବେ ପୃଥିବୀ Read More »