ବଢ଼ିଲା ‘ମମତା’ ଯୋଜନା ସହାୟତା ରାଶି

ଭୁବନେଶ୍ୱର: ବଢିଲା ‘ମମତା’ ଯୋଜନା ସହାୟତା ରାଶି । ଏଣିକି ଗର୍ଭବତୀ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା । ‘ମମତା’ ଯୋଜନା ସହାୟତା ରାଶି ଦୁଇ ଗୁଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା । ଏବେ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ । ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ …

ବଢ଼ିଲା ‘ମମତା’ ଯୋଜନା ସହାୟତା ରାଶି Read More »