ଆମ ଭଲ ପାଇବାକୁ କେହି ଅଲଗା କରିପାରିବେନି

ନୂଆଦିଲ୍ଲୀ: ହୁଏତ ଯୁଦ୍ଧ କ୍ଷେତ୍ରରେ ଶତ୍ରୁର ଆକ୍ରମଣ ଆମକୁ ଅଲଗା କରିପାରେ । ଯୁଦ୍ଧକ୍ଷେତ୍ରରେ ହୁଏତ ମୃତ୍ୟୁ ଆମକୁ ଆପଣାଇ ନେଇପାରେ । କିନ୍ତୁ ଆମର ପରସ୍ପରକୁ ଭଲପାଇବା କେବେ ଆମକୁ ଅଲଗା କରିପାରିବ ନାହିଁ । ସେଥିପାଇଁ ଯୁଦ୍ଧକ୍ଷେତ୍ରକୁ ଯିବା ପୂର୍ବରୁ ଆମେ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଲୁ । ଇସ୍ରାଏଲ ସୈନ୍ୟ ବାହିନୀର ଏକ ପ୍ରେମୀଯୁଗଳଙ୍କ ଏହା ହେଉଛି ପ୍ରେମ କାହାଣୀ । ଯାହା ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ହେଉଛି । ଉଭୟଙ୍କୁ …

ଆମ ଭଲ ପାଇବାକୁ କେହି ଅଲଗା କରିପାରିବେନି Read More »