ଆଉ ବିବାହ ସମୟରେ ପିନ୍ଧି ପାରିବେନି ଲେହେଙ୍ଗା

ଚଣ୍ଡିଗଡ଼: ଆଉ ବିବାହ ସମୟରେ କନ୍ୟା ପିନ୍ଧି ପାରିବେନି ଲେହେଙ୍ଗା । କେବଳ ସେତିକି ନୁହେଁ, ବର ମଧ୍ୟ ଓଜନିଆ ପୋଷାକ ପିନ୍ଧିପାରିବେନି । ମହାରାଷ୍ଟ୍ରର ନାନ୍ଦେଡ ନଗରର ଶ୍ରୀ ହଜୁର ସାହିବରେ ବିବାହ ସମୟରେ ପିନ୍ଧାଯାଇଥିବା ପୋଷାକ ଉପରେ କଡା ନିୟମ ଲାଗୁ କରାଯାଇଛି । ବର ଏବଂ କନ୍ୟାମାନେ ଗୁରୁଦ୍ୱାରରେ ବିବାହ ସମୟରେ ଭାରୀ ବା ଓଜନିଆ ଲେହେଙ୍ଗା ପିନ୍ଧି ପାରିବେ ନାହିଁ । କେବଳ ଏକ ସୁଟରେ ବୁଲିବେ ବା ଫେରା ନେବେ …

ଆଉ ବିବାହ ସମୟରେ ପିନ୍ଧି ପାରିବେନି ଲେହେଙ୍ଗା Read More »