କୁମାରୀ ବାହାଘରରେ କମ୍ପିଲା ଗାଁ

ଭୁବନେଶ୍ୱର: କୁମାର ପୂର୍ଣ୍ଣିମା ଅବ୍ୟବହିତ ପୂର୍ବରୁ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି କୁମାରୀ ବିବାହ । ବର୍ଷ ବର୍ଷ ଧରି ପରମ୍ପରା ପାଲଟିଥିବା ଏହି ବିବାହରେ ବିଧି ସବୁ ସତ ହୋଇଥିଲେ ହେଁ ବାହାଘରଟି ଛୋଟପିଲାଙ୍କ ଖେଳ ହୋଇଥାଏ । ବାଡ଼ୁଅ ପାଣିରେ ଗାଧୋଇବାଠାରୁ ଆରମ୍ଭ କରି ବରଯାତ୍ରୀ ଶୋଭାଯାତ୍ରା, ହାତଗଣ୍ଠି, ବେଦିରେ ହୋମଯଜ୍ଞ, ବନ୍ଦାପନା ଓ ଭୋଜିଭାତ ସବୁ ବିଧି ମୁତାବକ ହୋଇଥାଏ । କିନ୍ତୁ ଦୁଇ ଜଣ କୁନି ଝିଅ ବର-କନ୍ୟା ସାଜିଥାନ୍ତି । …

କୁମାରୀ ବାହାଘରରେ କମ୍ପିଲା ଗାଁ Read More »