kendrapara

saroj kumar rout, bhubaneswar, ceramic artist, odisha culture and history, rising odisha

ମାଟି କହୁଛି କଥା, ଗାଥା ଓ କାହାଣୀ

ମାଟିକୁ ସେ ଦିଅନ୍ତି ଜୀବନ୍ତ ରୂପ । ମାଟିରେ ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟର କଥା କୁହନ୍ତି । ଆଉ କେତେବେଳେ ତାଙ୍କ ମାଟି କଥା କହିଥାଏ ଆଧ୍ୟାତ୍ମିକ, ପାରମ୍ପରିକ ଓ ସମସାମୟିକ କାହାଣୀ । ସେ ଆଦିବାସୀ ସଂସ୍କୃତିର କଥା ଅବା ଜଗନ୍ନାଥଙ୍କ ନବକଳେବର କିମ୍ବା ଶ୍ରୀକୃଷ୍ଣଙ୍କ ଲୀଳାର ଗାଥା ସବୁକୁ ସେ ଅତି ନିଖୁଣ ଭାବରେ ମାଟିରେ ପ୍ରସ୍ଫୁଟିତ କରିପାରନ୍ତି । ସେ ହେଉଛନ୍ତି ସରୋଜ କୁମାର ରାଉତ । ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ରହିଛି …

ମାଟି କହୁଛି କଥା, ଗାଥା ଓ କାହାଣୀ Read More »

smruti ranjan nayak, kendrapara, kendrpada, OPUS, odisha patita udhar samiti, painting, bhubaneswar unit 6

ଭିକ୍ଷାଥାଳି ବଦଳରେ ରଙ୍ଗତୂଳୀ

ମୁଣ୍ଡରେ ଲମ୍ବା ଚୁଟି, କଳା ମିଟିମିଟି ଶରୀର ଏବଂ ଦେହରେ ଗାମୁଛା ଖଣ୍ଡେ ହେଉଛି ତାଙ୍କର ସମ୍ବଳ । କିନ୍ତୁ ତାଙ୍କ ହାତସ୍ପର୍ଶର ଯାଦୁକରୀ ଦେଖିଲେ ଯେକେହି ଭାବିବେ ସେ ଜଣେ ଅଭିଜ୍ଞ ଚିତ୍ରକର । ଦିନେ ଯେଉଁ ହାତରେ ଥିଲା ଭିକ୍ଷାଥାଳି, ଆଜି ସେହି ହାତରେ ସେ ଅତି ନିଖୁଣଭାବେ ଆଙ୍କି ଚାଲିଛନ୍ତି ରଙ୍ଗତୂଳୀରେ ସୁନ୍ଦର ଚିତ୍ର । ତାଙ୍କ ଅଦ୍ଭୁତ କଳାକୃତିର ଏହି ଚିତ୍ର ଦେଖିଲେ କେହି ବି ବିଶ୍ୱାସ କରିପାରିବେନି ସେ ଦିନେ …

ଭିକ୍ଷାଥାଳି ବଦଳରେ ରଙ୍ଗତୂଳୀ Read More »

Scroll to Top
Close Bitnami banner
Bitnami