ଇଡ଼ି ହେପାଜତରେ ବିଗିଡ଼ିଲା କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ଇଡ଼ି ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ତାଙ୍କର ରକ୍ତ ଶର୍କରାସ୍ତର ସ୍ଥିର ରହୁ ନ ଥିବା କୁହାଯାଉଛି । କେଜ୍ରିୱାଲଙ୍କ ରକ୍ତ ଶର୍କରାସ୍ତର ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି । ରକ୍ତ ଶର୍କରାସ୍ତର କମିବାରେ ଲାଗିଛି । ଏହା ଯୋଗୁ ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ରହିଛି । ରକ୍ତ ଶର୍କରାସ୍ତର ଏତେ କମ୍ ରହିବା ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ ବୋଲି ଡାକ୍ତର କହିଛନ୍ତି । ମୁଁ …

ଇଡ଼ି ହେପାଜତରେ ବିଗିଡ଼ିଲା କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା Read More »