ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ
ଆଫଗାନିସ୍ତାନର ଦୁଇଟି ବଡ ସହର କାନ୍ଦାହାର ଓ ହେରାତ ଉପରେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ସାରିଛି । ଏଣେ ହୁଏତ ଆପଣ ଏହି ରିପୋର୍ଟ ପଢିବା ବେଳକୁ ରାଜଧାନୀ କାବୁଲ ଉପରେ ତାଲିବାନର କବଜା ହୋଇ ସାରିଥିବ । କାରଣ ତାଲିବାନ କାବୁଲର ଦୁଆର ମୁହଁରେ ପହଞ୍ଚି ସାରିଥିବା ବେଳେ ରାଷ୍ଟ୍ରପତି!-->…
Read More...
Read More...