prashant kishor, poll strategist, pk, congress, elections, odia blog, rising odisha

ଅଧାରୁ ପାଠ ଛାଡିଥିବା ପିକେଙ୍କ ଜୀବନ କେମିତି ବଦଳିଥିଲା ?

ସୋମବାର ସକାଳ ୯’ରେ ପ୍ରଶାନ୍ତ କିଶୋର ଦୁଇ ଲାଇନର ଗୋଟିଏ ଟ୍ୱିଟ୍ କରିଥିଲେ । ଏହି ଟ୍ୱିଟରେ ସେ ଗୋଟିଏ ରାଜନୈତିକ ଦଳର ନାମ ଉଲ୍ଲେଖ କରିଥିଲେ । ଦଳର ନାମ ଥିଲା ଜନ ସୁରାଜ ପାର୍ଟି । ଜନ ସୁରାଜ ପାର୍ଟି ବା ଜେଏସପି ହେଉଛି ପ୍ରଶାନ୍ତଙ୍କ ନୂଆ ଦଳ, ଯାହାକୁ ସେ ନିଜ ପାଇଁ ଗଢିଛନ୍ତି । ୨୦୧୪ରେ ବିଜେପି ବିଜୟର ବିନ୍ଧାଣୀ, ନୀତିଶ-ଲାଲୁଙ୍କୁ ଏକାଠି କରିଥିବା ଓ କଂଗ୍ରେସର ଅଫର ପ୍ରତ୍ୟାଖାନ କରିଥିବା …

ଅଧାରୁ ପାଠ ଛାଡିଥିବା ପିକେଙ୍କ ଜୀବନ କେମିତି ବଦଳିଥିଲା ? Read More »