ଏମିତିି ମନ୍ଦିର, ଯେଉଁଠି ମହିଳାଙ୍କୁ ମନା
ଟୋକିଓ: ଦକ୍ଷିଣ-ପଶ୍ଚିମ ଜାପାନର ଓକିନୋସିମା ଏପରି ଏକ ମନ୍ଦିର ଅଛି, ଯାହା ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଉଛି, ଏହି ପବିତ୍ର ସ୍ଥାନକୁ କୌଣସି ମହିଳା ପ୍ରବେଶ କରିବାର ଅନୁମତି ନାହିଁ । କେବଳ ବିବସ୍ତ୍ର ପୁୁରୁଷମାନେ କରିଥାନ୍ତି ପୂଜାର୍ଚ୍ଚନା । ଏଠାରେ ପୂଜାର୍ଚ୍ଚନା କଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବା ସହ ପରିବାରରେ ଶୁଭ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ତେଣୁ ପ୍ରତ୍ୟେକ ବର୍ଷ ପୁରୁଷମାନେ ଏହି ମନ୍ଦିରରେ ପୂଜା କରିବା …