ଖୋରାସାନ ଅଞ୍ଚଳ କେଉଁଠି ଅଛି ଯାହାକୁ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ନିଜ ନାଁ ସହିତ ଯୋଡିଛି ?
ତାଲିବାନ ଆଫଗାନିସ୍ତାନ ଉପରେ କବଜା କରିବା ସହିତ ଦୋମୁହାଁ ଚ୍ୟାଲେଂଜର ସମ୍ସୁଖୀନ ହୋଇଛି । ଗୋଟିଏ ପଟେ ଅଛି ପଞ୍ଜଶୀର ଓ ଅନ୍ୟ ପଟେ ଅଛି ଇସଲାମିକ୍ ଷ୍ଟେଟ୍ । ଇସଲାମିକ ଷ୍ଟେଟ୍ ଖୋରାସାନ କାବୁଲରେ ୪ ଦିନ ଭିତରେ ଦୁଇ ଦୁଇଥର ଆକ୍ରମଣ କରି ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, ଶାସନ କରିବା ଏତେ ସହଜ!-->…
Read More...
Read More...