odia blog, aliens, abducting humans, dr david jacobs, temple university, rising odisha

ପୃଥିବୀରେ ଅଛନ୍ତି ପରଗ୍ରହୀ, ଆକ୍ରମଣ ପାଇଁ ହେଉଛନ୍ତି ପ୍ରସ୍ତୁତ

ଆମରି ଗହଣରେ ଲୁଚି ରହିଛନ୍ତି ପରଗ୍ରହୀ । ପୃଥିବୀରେ ନିଜକୁ କରୁଛନ୍ତି ସଂଗଠିତ । ଯେକୌଣସି ମୁହୂର୍ତ୍ତରେ କରିପାରନ୍ତି ଆକ୍ରମଣ । ଏଭଳି କଥା କହି ବିଶ୍ୱକୁ ଚମକାଇ ଦେଇଚନ୍ତି ଆମେରିକାର ପ୍ରଫେସର ଡକ୍ଟର ଡେଭିଡ୍ ଜ୍ୟାକବସ୍ । ଜ୍ୟାକବସଙ୍କ ଦାବି ଯେ, ପୃଥିବୀର ଲୁକ୍କାୟିତ ଭାବେ ପରଗ୍ରହୀ ରହିଛନ୍ତି ଓ ସେମାନେ ଲୋକଙ୍କ ଅପହରଣ କରୁଛନ୍ତି । ପ୍ରଫେସରଙ୍କ ଅନୁସାରେ ସେ ଏଭଳି ଅନେକ ବ୍ୟକ୍ତିଙ୍କ ସାକ୍ଷାତକାର ନେଇଛନ୍ତି ଯେଉଁମାନେ ପରଗ୍ରହୀଙ୍କ ଦ୍ୱାରା ଅପହୃତ ହେଉ …

ପୃଥିବୀରେ ଅଛନ୍ତି ପରଗ୍ରହୀ, ଆକ୍ରମଣ ପାଇଁ ହେଉଛନ୍ତି ପ୍ରସ୍ତୁତ Read More »