Browsing Tag

instagram

ବଦଳିଯିବ ଫେସବୁକର ନାଁ, ଜୁକରବର୍ଗ ଖୋଜୁଛନ୍ତି ନୂଆ ନାଁ

ମାର୍କ୍ ଜୁକରବର୍ଗଙ୍କ (Mark Zuckerberg) ଫେସବୁକ୍ ନିଜ ନାମ ବଦଳାଇବ । ଏଥିପାଇଁ ଜୁକରବର୍ଗ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି । ଦି ଭର୍ଜର ଏକ ରିପୋର୍ଟ ଅନୁସାରେ ସେ ଏମିତି ଗୋଟିଏ ନାଁ ଖୋଜୁଛନ୍ତି ଯାହା ତାଙ୍କର ଆଗାମୀ ପ୍ରୋଜେକ୍ଟ ମେଟାଭର୍ସ ସହିତ ଫେସବୁକର ସମ୍ପର୍କକୁ ଦେଖାଉଥିବ
Read More...

ଭାରତର ଧନାଢ୍ୟ ଶିଳ୍ପପତି କ’ଣ ପାଇଁ ସୋସିଆଲ ମିଡିଆରୁ ଦୂରରେ ?

ଫେସବୁକ, ଟ୍ୱିଟର ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଶ୍ଚିତ ଭାବେ ଆପଣ ଥାଇ ପାରନ୍ତି । ଏହି ପୋଷ୍ଟ ମଧ୍ୟ ଆପଣଙ୍କ ପାଖରେ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ପହଞ୍ଚିଥାଇ ପାରେ । ଆପଣ ସୋସିଆଲ ମିଡିଆରେ ଅନେକ ଜଣାଶୁଣା ଲୋକଙ୍କୁ ନିଶ୍ଚିନ୍ତ ଭାବେ ଫଲୋ କରୁଥିବେ ।
Read More...
Close Bitnami banner
Bitnami