ଶ୍ରୀଲଙ୍କାର ପୁରୁଣା ନାମ ଥିଲା ସିଲୋନ୍,ନାମ ବଦଳାଇ ବାରେ ଖର୍ଚ୍ଚ ହୁଏ କୋଟି କୋଟି ଟଙ୍କା
ନାମକୁ ନେଇ ରାଜନୀତି କିଛି ନୁଆ ନୁହେଁ ।ବିଶେଷକରି ଭାରତରେ । ସହରଠାରୁ ରାଜ୍ଯ,ସମସ୍ତଙ୍କର ଭାରତରେ ହୋଇଛି ନାମ ପରିବର୍ତ୍ତନ । ତେବେ ଏବେ ଭାରତର ଦୁଇଟି ନାମରୁ ଗୋଟିଏ ନାମ ‘ଇଣ୍ଡିଆ’କୁ ବାଦ ଦେବାକୁ ନେଇ ସରକାର ଯୋଜନା କରୁଛନ୍ତି ବୋଲି ଆଲୋଚନା ହେଉଛି । ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ରାଷ୍ଚ୍ରପତି ଭବନ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ ଉଲ୍ଲେଖ କରାଯାଇଥିଲା । ଯାହାକୁ ନେଇ ଏହି ଆଲୋଚନା ଆରମ୍ଭ …
ଶ୍ରୀଲଙ୍କାର ପୁରୁଣା ନାମ ଥିଲା ସିଲୋନ୍,ନାମ ବଦଳାଇ ବାରେ ଖର୍ଚ୍ଚ ହୁଏ କୋଟି କୋଟି ଟଙ୍କା Read More »